ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମିତ ବସିଛି ମୁଁ ଭୂତ ସାଥିରେ

ଏହି ଚଳଚ୍ଚିତ୍ରଟିକୁ ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର ଭାବରେ ଘୋଷଣା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାତ୍ର କୌଣସି କାରଣ ବଶତଃ ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା ଏବଂ ଏହାର ମୁକ୍ତିଲାଭର ଠିକ୍ ସପ୍ତାହେ ପୂର୍ବରୁ "କାଉଁରୀ କନ୍ୟା" ଶୀର୍ଷକ ଅନ୍ୟ ଏକ ଓଡ଼ିଆ 3D ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

Image result for odia movie mita basichi mu bhuta sathire

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଭବାନୀ ଚରଣ ରଥ, ଅନାମ ଚରଣ ସାହୁ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଦୁଷ୍ମନ୍ତ ପଣ୍ଡା, ନିକିତା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ
କଣ୍ଠ: ତପୁ ମିଶ୍ର, କୁମାର ବାପି, ଶ୍ରୀଚରଣ, ଦୀପ୍ତିରେଖା ପାଢ଼ୀ, ମାମୁନୀ, ଆରିୟନ୍
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୨୦ ସେପ୍ଟେମ୍ବର ୨୦୧୩

ଅଭିନୟ

  • ଆକାଶ ଦାସନାୟକ
  • ପ୍ରିୟା ଚୌଧୁରୀ
  • ଦୁଷ୍ମନ୍ତ ପଣ୍ଡା
  • ନିକିତା
  • ବିଜୟ ମହାନ୍ତି
  • ସ୍ନିଗ୍ଧା ମହାନ୍ତି
  • ବିଜୁ ବଡ଼ଜେନା
  • ପ୍ରେମାଞ୍ଜନ ପରିଡ଼ା
  • କୁନା ତ୍ରିପାଠୀ
  • ଅଖିଳ ପଟ୍ଟନାୟକ
  • ମନିଷା ମିଶ୍ର
  • ଚନ୍ଦନ

ଶିଶୁ କଳାକାର

  • ସଚିନ
  • ଅଙ୍କିତ
  • ଆୟୁଶ
  • ପାପୁନ୍
  • ନିକି


 ଗୀତ 

1. ମିତ ବସିଛି ମୁଁ ଭୂତ ସାଥିରେ
2. କଣ୍ଢେଇ ରାଣୀ
3. ଗଛ ଅଛି ଡାଳ ଅଛି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର