ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କାଉଁରୀ କନ୍ୟା

ପୂର୍ବରୁ "ମିତ ବସିଛି ମୁଁ ଭୁତ ସାଥିରେ", ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର ଭାବରେ ଘୋଷଣା କରାଯାଇଥିଲା । ମାତ୍ର ସେ କଥାଚିତ୍ରଟି ମୁକ୍ତିଲାଭ କରିବାର ସପ୍ତାହେ ଆଗରୁ ଏହି 3D କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।
Image result for odia movie kaunri kanya

ନିର୍ଦ୍ଦେଶକ: ସୋମ୍ୟ ରଞ୍ଜନ ସାହୁ
ପ୍ରଯୋଜକ: ରମ୍ୟରଞ୍ଜନ ସାହୁ
ସଂଳାପ: ସୋମ୍ୟ ରଞ୍ଜନ ସାହୁ
ଚିତ୍ରନାଟ୍ୟ: ସୋମ୍ୟ ରଞ୍ଜନ ସାହୁ
କାହାଣୀ: ରମ୍ୟରଞ୍ଜନ ସାହୁ, ଜୟେନ୍ଦ୍ର କୁମାର ସାହୁ
କଳାକାର: ସୋମ୍ୟରଞ୍ଜନ ସାହୁ, କାଭ୍ୟା କିରଣ, ପୁପୁଲ ଭୁୟାଁ, ପାୟଲ, ଅର୍ଦ୍ଧେନ୍ଦୁ ସାହୁ, ପ୍ରକୃତି ମିଶ୍ର
ସଙ୍ଗୀତ: ମିଥୁନ, ସତ୍ୟ କଶ୍ୟପ
ଗୀତ: ସୋମ୍ୟ ରଞ୍ଜନ ସାହୁ
ଚିତ୍ରଗ୍ରହଣ: ତୁଷାରକାନ୍ତ ସାହୁ
ସମ୍ପାଦକ: ସୋମ୍ୟରଞ୍ଜନ ସାହୁ
ମୁକ୍ତିଲାଭ ତାରିଖ:
୧୩ ସେପ୍ଟେମ୍ବର ୨୦୧୩

ଅଭିନୟ

  • ସୋମ୍ୟରଞ୍ଜନ ସାହୁ
  • କାଭ୍ୟା କିରଣ
  • ପୁପୁଲ ଭୁୟାଁ
  • ପାୟଲ
  • ଅର୍ଦ୍ଧେନ୍ଦୁ ସାହୁ
  • ପ୍ରକୃତି ମିଶ୍ର
  • ବିଘ୍ନେଶ୍ୱର ପଣ୍ଡା
  • ରୀହାନ୍
  • ଆଶୁତୋଷ ମହାନ୍ତି
  • ସୁଦୀପ୍ତ ପଟ୍ଟନାୟକ
  • ଚନ୍ଦାମାମା
  • ଦୁର୍ଗା ଆଚାର୍ଯ୍ୟ
  • ଗୋପାଳ ପ୍ରଧାନ
  • ସୂର୍ଯ୍ୟ
  • ଦେବାଶିଷ
  • ଚିତ୍ତ ରଞ୍ଜନ
  • ପ୍ରତୀକ୍ଷା
  • ସୋନାଲୀ
  • ଗୁଡ୍ଡୁ
  • ତ୍ରିନାଥ
  • ଦୀପକ
  • ପମି
  • ସ୍ମୃତି
  • ସୀମା
  • ସଂଗ୍ରାମ ସାହୁ
  • ସନ୍ତୋଷ
  • ମୂରଲୀଧର ସାହୁ
  • ଜନାର୍ଦ୍ଦନ ସାବତ
  • ଦେବାଶିଷ ଦାସ
  • ଅରବିନ୍ଦ
  • ପ୍ରଭାସ ମିଶ୍ର
  • ଦୀପକ କୁମାର ଦାଶ
  • ଆଶୁତୋଷ ପଣ୍ଡା
  • ତରୁଣ ସାହୁ
  • ତୁଷାର ବେହେରା
  • ପ୍ରଭାସ ମୁଦୁଲି
  • ରେକେଶ ମଣ୍ଡଳ
  • ଗଣେଶ

ଗୀତ 

1. ଡର ଲାଗେ
2. ପ୍ରିୟାରେ
3. ରଙ୍ଗବତି
4. ସୋନିଆ ସୋନିଆ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର