ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁମକୁ ପାରୁନି ତ ଭୁଲି

Image result for odia film tumaku paruni ta bhuli

ନିର୍ଦ୍ଦେଶକ: ଚକ୍ରଧର ସାହୁ
ପ୍ରଯୋଜକ: ଚକ୍ରଧର ସାହୁ, ରୁକ୍ମଣୀ ଦାସ
ଚିତ୍ରନାଟ୍ୟ: ଚକ୍ରଧର ସାହୁ, ରଞ୍ଜନ ଦାସ
କାହାଣୀ: ଶଙ୍କର ତ୍ରିପାଠୀ
କଳାକାର: ସୁନୀଲ କୁମାର, ଅନୁ ଚୌଧୁରୀ, ଆମେଲି ପଣ୍ଡା, ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ, ରୁକ୍ମଣୀ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ମୋହିତ ଚକ୍ରବର୍ତ୍ତୀ, ବିଜୟ ମଲ୍ଲ, ଯତୀନ୍ଦ୍ର ପ୍ରଧାନ, ନିର୍ମଳ ନାୟକ
କଣ୍ଠ: କୁନାଲ ଗଞ୍ଜାୱାଲା, ପଙ୍କଜ ଜାଲ, କୈଳାଶ ଖେର, ଅଭିଜିତ ମଜୁମଦାର, ଇରା ମହାନ୍ତି
ଚିତ୍ରଗ୍ରହଣ: ଯୁଗଳ ଦେବତା
ସମ୍ପାଦକ: ଚକ୍ରଧର ସାହୁ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସୁନୀଲ କୁମାର
  • ଅନୁ ଚୌଧୁରୀ
  • ଆମେଲି ପଣ୍ଡା
  • ମନୋଜ ମିଶ୍ର
  • ଉତ୍ତମ ମହାନ୍ତି
  • ଅଶୋକ ଦାସ
  • ରୁକ୍ମଣୀ

ଗୀତ 

1. ଏ କେମିତି ଋତୁ ହେଲା
2. ଆରେ ଆରେ ଓ ଗୀତରେ ଆରେ
3. ଏଇ ଜୀବନ ଏମିତି ସୁନା ଗୀତ
4. ବର୍ଷା ଏଇ ବର୍ଷା
5. ଦିନରେ ଶୋଉଚି ମୁଁ
6. ମେହେନ୍ଦୀ ଲାଗେ ନୂଆ
7. ନାରେ ନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର