ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୋ ବିନା ମୋ କାହାଣୀ ଅଧା

Image result for odia film to bina mo kahani adha

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ବିଜୟ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାଶ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ଦେବଯାନୀ, ଜୀନା ସାମଲ, ରାଇମୋହନ ପରିଡ଼ା, ଅଜିତ ଦାସ, ଅନୀତା ଦାସ
ସଙ୍ଗୀତ: ଶନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ପଙ୍କଜ ଜାଲ, ଅଭିଜିତ ମଜୁମଦାର, ନିବେଦିତା, ବାବୁଲ ସୁପ୍ରିଓ, ସ୍ୱୟାଂଶ
ଚିତ୍ରଗ୍ରହଣ: ସମ୍ଭ ଶିବ ରାଓ
ସମ୍ପାଦକ: ଶିବପ୍ରାସଦ ମହାନ୍ତି
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୦୭

ଅଭିନୟ

  • ଅନୁଭବ ମହାନ୍ତି
  • ଅର୍ଚ୍ଚିତା ସାହୁ
  • ଦେବଯାନୀ
  • ଜୀନା ସାମଲ
  • ରାଇମୋହନ ପରିଡ଼ା
  • ଅଜିତ ଦାସ
  • ଅନୀତା ଦାସ
  • ଚକ୍ରଧର ଜେନା
  • ବିଜୁ ବଡ଼ଜେନା
  • ଅରବିନ୍ଦ ଷଡ଼ଙ୍ଗୀ
  • ଜୟୀରାମ ସାମଲ

ଗୀତ 

1. ସୁନା ମଇନା
2. ସବୁଠୁ ଅଲଗା
3. ମୁଁ ବର୍ଷା
4. ପାଗଳ ମୁଁ
5. ଜନମ ଦେଇନୁ ସିନା
6. କୋଉଠି କାଇଁ
7. ସେନେହ ଡୋରିକୁ
8. ମହୁ ମାଛି ମାଇଲାରେ
9. ଖୋଲିଦେ ତୋର ଗଭା ଗଜରା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର