ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସମୟ ହାତରେ ଡୋରି

Image result for odia film samaya hatare dori

ନିର୍ଦ୍ଦେଶକ: ନିମାଇଁ ଓଝା
ପ୍ରଯୋଜକ: ତିଳୋତ୍ତମା ଦାସ
ସଂଳାପ: ସଞ୍ଜୟ ହାତୀ
ଚିତ୍ରନାଟ୍ୟ: ସନ୍ତୋଷ ମିଶ୍ର, ନିମାଇଁ ଓଝା
କାହାଣୀ: ସଞ୍ଜୟ ହାତୀ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ଦେବଯାନୀ, ଦେବୁ ବୋଷ, ଜୟୀ, ବ୍ରଜ ସିଂହ, ବିଜୟ ମହାନ୍ତି
ସଙ୍ଗୀତ: ଆଲୋକ ସ୍ୱାଇଁ, ରତି ବାରିକ
ଗୀତ: ରତିକାନ୍ତ ବାରିକ, ଅରୁଣ ମନ୍ତ୍ରୀ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ନିଜାମ୍
କଣ୍ଠ: ନମିତା ଅଗ୍ର‌ୱାଲ, ମହ‌ମଦ ଅଜିଜ୍, କୁମାର ବାପି, ତପୁ ମିଶ୍ର, ପମି, ଶୈଳଭାମା
ଚିତ୍ରଗ୍ରହଣ: କେ. ରଙ୍ଗାସ୍ୱାମୀ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ମିହିର ଦାସ
  • ଦେବଯାନୀ
  • ଦେବୁ ବୋଷ
  • ଜୟୀରାମ ସାମଲ
  • ବ୍ରଜ ସିଂହ
  • ସନ୍ତୋଷ ନାୟକ
  • ବିଜୟ ମହାନ୍ତି
  • ରାଜା ମହାନ୍ତି
  • ଅଶୋକ ବଳ
  • ଜୁଲି
  • ବିନି
  • ଶିମି
  • ରବି
  • ନୟନତାରା
  • ନୀଲମ୍
  • ସୋନାକ୍ଷୀ
  • ଦିପ୍‌ଶିଖା

ଶିଶୁ କଳାକାର

  • ସ୍ୱରାଜ ବାରିକ
  • ନିକ୍ଷିତା

ଗୀତ 

1. ତ ହାତରେ ବାନ୍ଧି
2. ଫେରିଆ କାହ୍ନୁ
3. ଜ‌ହ୍ନର ରାତି
4. ଏ ନଈର ତୁଠେ
5. ଏ ଜୀବନ ମାନେ
6. ଫଗୁଣ ର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର