ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଫେରିଆ ମୋ ସୁନା ଭଉଣୀ

Related image

ନିର୍ଦ୍ଦେଶକ: ରଣଜିତ ମହାନ୍ତି
ପ୍ରଯୋଜକ: ହରି ବିଶ୍ୱାଳ
ସଂଳାପ: ରଣଜିତ ମହାନ୍ତି
ଚିତ୍ରନାଟ୍ୟ: ରଣଜିତ ମହାନ୍ତି
କାହାଣୀ: ହରି ବିଶ୍ୱାଳ
କଳାକାର: ମିହିର ଦାସ, ଜୀନା ସାମଲ, ଉଷସୀ ମିଶ୍ର, ବବି ମିଶ୍ର, ଦେବୁ ବୋଷ, ଅଶ୍ରୁମୋଚନ, ରୁନୁ ପରିଜା, ମୀନ‌କେତନ
ସଙ୍ଗୀତ: ଦେବବ୍ରତ ମିଶ୍ର
ଗୀତ: ନିଜାମ୍
କଣ୍ଠ: ବିଭୁ କିଶୋର, ଶକ୍ତି ମିଶ୍ର, ପମି, ଶୈଳଭାମା, ଶ୍ରୀନିବାସ
ଚିତ୍ରଗ୍ରହଣ: ସତ୍ୟ ପଟ୍ଟନାୟକ
ସମ୍ପାଦକ: ଜେ. ରଙ୍ଗନାଥନ୍
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ମିହିର ଦାସ
  • ଜୀନା ସାମଲ
  • ଉଷସୀ ମିଶ୍ର
  • ବବି ମିଶ୍ର
  • ଦେବୁ ବୋଷ
  • ଅଶ୍ରୁମୋଚନ ମହାନ୍ତି
  • ଜୟପ୍ରକାଶ ଦାସ
  • ଶେଖର ଦତ୍ତ
  • ପ୍ରଦୀପ ତ୍ରିପାଠୀ
  • ବ୍ରଜ ସିଂହ
  • ରୁନୁ ପରିଜା
  • ହରିହର ମହାପାତ୍ର
  • ଶ୍ୱେତା ଆଚାର୍ଯ୍ୟ
  • ମୀନ‌କେତନ ଦାସ
  • ଉପାସନା
  • ହରି ପଟ୍ଟନାୟକ
  • ଅପରାଜିତା ମହାନ୍ତି
  • ଜୟୀରାମ ସାମଲ
  • ଗୀତାଞ୍ଜଳୀ କର
  • ରୁବି
  • ଲିପ୍ସା
  • ଅଳକା
  • ହରିପ୍ରସାଦ ବିଶ୍ୱାଳ
  • ନିର୍ମଳା ପଟ୍ଟନାୟକ
  • ଲାଲା ବିରେନ
  • ବସନ୍ତ ସାମଲ
  • ଦେବାନନ୍ଦ ପାଠୀ
  • ଅମୂଲ୍ୟ ପାଲ
  • କୈଳାଶ

ଗୀତ 

1. ଚମକୁଚ କାହିଁକି ଏତେ
2. ଚୁଡ଼ି ବାଲାରେ
3. ଏକା କରି ମତେ
4. ଯୋଡ଼ି ମହୁରୀ ସାଥେ ବାଜା
5. ମୋ ଆଖି ତାରା ତୁ
6. ମୋ ଆଖି ତାରା ତୁ (ଦୁଃଖ)
7. ଫେରିଆ ମୋ ସୁନା ଭଉଣୀ
8. ରଙ୍ଗିଲା ରଙ୍ଗିଲା ଟୋପିବାଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର