ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପାଗଳ ପ୍ରେମୀ

Image result for odia film pagala premi

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ଏ. ରମେଶ ପ୍ରସାଦ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ସୁକୁମାର
କଳାକାର: ସବ୍ୟସାଚୀ ମିଶ୍ର, ଅର୍ପିତା ପାଲ୍, ଦେବଯାନୀ, ସୁକାନ୍ତ ଲେଙ୍କା, ପ୍ରଦ୍ୟୁମ୍ନ ଲେଙ୍କା, ନବ ଆଚାର୍ଯ୍ୟ,ସଞ୍ଜୟ ଭୋଳ
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: ଅଞ୍ଜିନାଲୁ, କୁମାର ବାପି, ଜିରାଫ୍, ଜଗନ୍, ତପୁ ମିଶ୍ର, ପ୍ରସାଦ, ଟି. ସୌରୀ, ଟି. ଶ୍ରୀନୁ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ପିତା ପାଲ୍
  • ଦେବଯାନୀ
  • ସୁକାନ୍ତ ଲେଙ୍କା
  • ପ୍ରଦ୍ୟୁମ୍ନ ଲେଙ୍କା
  • ନବ ଆଚାର୍ଯ୍ୟ
  • ସଞ୍ଜୟ ଭୋଳ
  • ଚୈତାଳୀ
  • ଅଭିନୟଶ୍ରୀ
  • କୋଇଏଲ ଦାସ
  • ସନ୍ତୋଷ ଦାସ
  • ସରୋଜ ଦାସ
  • ବିନାୟକ ମିଶ୍ର
  • ନିରଞ୍ଜନ ପତି
  • ହର ପଟ୍ଟନାୟକ
  • ନିମାନନ୍ଦ ପାତ୍ର
  • ପ୍ରିୟଙ୍କା
  • ଆଲୋକ ରାୟ
  • ତାପସ ସରଘରିଆ
  • ସୋନାଲୀ

ଗୀତ 

1. ୟୁ ନୋ ୟୁ ନୋ ପ୍ରିୟା
2. ଗାୟେଙ୍ଗେ ନାଚେଙ୍ଗେ
3. ଶୁଣ ମୋ ଭାଇରେ ସୁନା ପିଲା ହେଇରେ
4. ଆ ମାନେ ଆନନ୍ଦପୁର
5. ଫିଲ୍ ମାଇଁ ଲଭ୍
6. ତୋର ଏ ହସରେ ଆଜି ହଁ ଝରୁଛି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର