ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ ପ୍ରେମୀ ମୁଁ ପାଗଳ

Image result for odia movie mu premi mu pagala

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ଲୁଟୁ ମହାନ୍ତି, ପ୍ରତାପ ସାହୁ, ବୈଶଳୀ ପ୍ରତାପ ସାହୁ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସୁଧାଂଶୁ ମୋହ‌ନ ସାହୁ
କାହାଣୀ: ପ୍ରତିଭାରାଣୀ ମହାନ୍ତି
କଳାକାର: ହରିହର ଦାସ, ଅନୁଭା ସୌର୍ଯ୍ୟା, ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ମିହିର ଦାସ, ଉଷସୀ ମିଶ୍ର, ମୀନକେତନ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ନିମାଇଁ ମହାନ୍ତି, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ଜିତେନ୍, ଲୁଟୁ ମହାନ୍ତି
କଣ୍ଠ: ତପୁ ମିଶ୍ର, କୁମାର ବାପି, କ୍ରିଷ୍ଣା, ମାନସ ପ୍ରିତମ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ବିଶ୍ୱରଞ୍ଜନ ପ୍ରଧାନ
ମୁକ୍ତିଲାଭ ତାରିଖ:
୧୨ ଅଗଷ୍ଟ ୨୦୧୧

ଅଭିନୟ

  • ହରିହର ଦାସ
  • ଅନୁଭା ସୌର୍ଯ୍ୟା
  • ବିଜୟ ମହାନ୍ତି
  • ପୁଷ୍ପା ପଣ୍ଡା
  • ମିହିର ଦାସ
  • ଉଷସୀ ମିଶ୍ର
  • ମୀନକେତନ
  • ଲୋରେନ୍ସ ବେହେରା
  • ମୁନ୍ନା ଖାନ୍
  • ହରିହର ମହାପାତ୍ର
  • ସୁମନ
  • ଚକ୍ରଧର ଜେନା
  • ବିଜୁ ବଡ଼ଜେନା
  • ଲୋପାମୁଦ୍ରା
  • ନୀଳମଣି ସାହୁ
  • ଥିନ୍
  • ରଜନୀ ରଞ୍ଜନ
  • ପ୍ରିୟା
  • ପଦ୍ମିନୀ
  • ପ୍ରକାଶ କ୍ରିଷ୍ଣା
  • ଓମ୍‌ପ୍ରକାଶ
  • ଗଙ୍ଗା ବାବୁ
  • ବିନୟ ପ୍ରଧାନ
  • ପ୍ରଣବ ମହାନ୍ତି

 

ଶିଶୁ କଳାକାର

  • ଓମ୍ ପ୍ରଭାତ
  • ସାଇ ସିଦ୍ଧାର୍ଥ ମହାନ୍ତି
  • ଚନ୍ଦନ ମହାନ୍ତି 


 ଗୀତ 

1. ସମୟ ଖେଳେ
2. ପ୍ରେମ ଆସେ ଥରେ ଜୀବନରେ
3. ନଟି ନଟି ନଟି
4. ମୁଁ ପ୍ରେମୀ ମୁଁ ପାଗଳ
5. ଯେଉଁଦିନ ଦୁଇ ଆଖି ମିଶେଇଲୁ
6. ଆଖିରେ ମୁଁ ରଖିଥିଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର