ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମନେ ରହିବ ଏ ପ୍ରେମ କାହାଣୀ

Image result for 2011 odia movie mane rahiba e prema kahani

ନିର୍ଦ୍ଦେଶକ: ନାରାୟଣ ଘଡ଼େଇ
ପ୍ରଯୋଜକ: ସୁଶାନ୍ତ କୁମାର ରଥ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ନାରାୟଣ ଘଡ଼େଇ
କାହାଣୀ: ଗୌତମ ଗିରି
କଳାକାର: ରୁଦ୍ର ପାଣିଗ୍ରାହୀ, ରୂପାଲି ବିହାର, ଅଶ୍ରୁମୋଚନ ମହାନ୍ତି, ପୃଥିରାଜ ନାୟକ, ପୁଷ୍ପା ପଣ୍ଡା, ସମରେଶ ରାଉତରାୟ
ସଙ୍ଗୀତ: ବିଦ୍ୟୁତ୍ ରାୟ
ଗୀତ: ନିର୍ମଳ ନାୟକ
କଣ୍ଠ: ଗୌତମ ଗିରି, ପମି , ଅରବିନ୍ଦ ଷଡ଼ଙ୍ଗୀ
ଚିତ୍ରଗ୍ରହଣ: ଅନୀଲ ଏ. ଜାଭିଅର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୮ ଡିସେମ୍ବର ୨୦୧୧

ଅଭିନୟ

  • ରୁଦ୍ର ପାଣିଗ୍ରାହୀ
  • ରୂପାଲି ବିହାର
  • ଅଶ୍ରୁମୋଚନ ମହାନ୍ତି
  • ପୃଥିରାଜ ନାୟକ
  • ପୁଷ୍ପା ପଣ୍ଡା
  • ସମରେଶ ରାଉତରାୟ

ଗୀତ 

1. ଛାତିରୁ ହୃହୟ
2. କଟକର କାଗେଜି ଲେମ୍ବୁ
3. ଜୀବନର ରଙ୍ଗ
4. ମେହେନ୍ଦି କ‌ହେ
5. ହୁକୁ ହୁକୁ ପ୍ରେମ ଚଢ଼େଇ
6. ଆଖି ମୋ ଖୋଜେ ଯାହାକୁ ସେଇ ସାଥି ତୁ
7. ମାଟିକୁ ଆକଶ କେବେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର