ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମା' ଖୋଜେ ମମତା

Image result for 2011 odia movie maa khoje mamata

ନିର୍ଦ୍ଦେଶକ: କ୍ଷମାନିଧି ମିଶ୍ର
ପ୍ରଯୋଜକ: ବଜରଙ୍ଗ ବଂଶଲ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: କ୍ଷମାନିଧି ମିଶ୍ର
କାହାଣୀ: କ୍ଷମାନିଧି ମିଶ୍ର
କଳାକାର: ଲୋକେଶ ଦିୱାଙ୍ଗ୍, ରାଲି ନନ୍ଦ, ବବି ମିଶ୍ର, ମିହିର ଦାସ, ଜୟୀରାମ ସାମଲ, ସୁଧାଂଶୁ ଦିବେଦୀ, ଶକ୍ତି
ସଙ୍ଗୀତ: ପ୍ରଫୁଲ୍ଲ ବେହେରା
ଗୀତ: ପଞ୍ଚାନନ ନାୟକ, ନିଜାମ୍, ଅରୁଣ ମନ୍ତ୍ରୀ, ଜତୀନ୍ଦ୍ର ପ୍ରଧାନ
ସମ୍ପାଦକ: ଶ୍ରୀମନ୍ତ ବାରିକ
ମୁକ୍ତିଲାଭ ତାରିଖ:
୧୬ ସେପ୍ଟେମ୍ବର ୨୦୧୧

ଅଭିନୟ

  • ଲୋକେଶ ଦିୱାଙ୍ଗ୍
  • ରାଲି ନନ୍ଦ
  • ବବି ମିଶ୍ର
  • ମିହିର ଦାସ
  • ଜୟୀରାମ ସାମଲ
  • ସୁଧାଂଶୁ ଦିବେଦୀ
  • ଶକ୍ତି

ଗୀତ 

1. ମୋ ଛାତିରେ ମୋ ନାଁ
2. ମୋତେ ଛୁଁ ନାଇଁ
3. ମଇନା ମଜୁର
4. ମା ଖୋଜେ ମମତା
5. କିଏ ହେବ ବାପା ମା ପରି
6. କାହା ଦିଲ୍‌ରେ କରିବୁ ଇନ୍
7. ଶୋଇଯାରେ ଗେହ୍ଲା ପୁଅ
8. ବୁଢ଼ି ଠୁ ବଡ଼
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର