ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲାଲ ଟୁକୁ ଟୁକୁ ସାଧବ ବୋହୂ

Image result for odia film bandhu

ନିର୍ଦ୍ଦେଶକ: ସଂଗ୍ରାମ ବିଶ୍ୱାଳ
ପ୍ରଯୋଜକ: ସୁମିତ ରାଉତ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ସଂଗ୍ରାମ ବିଶ୍ୱାଳ
କାହାଣୀ: ସୁନୀଲ ରାଉତ
କଳାକାର: ଅରିନ୍ଦମ ରାୟ, ଅନୁ ଚୌଧୁରୀ, କାଜଲ ମିଶ୍ର, ବବି ମିଶ୍ର, ଦେବୁ ବୋଷ, ବିଜୟ ମହାନ୍ତି, ଦେବଯାନୀ, ପିଣ୍ଟୁ ନନ୍ଦ
ସଙ୍ଗୀତ: ସୁବାସ ରାମ
ଗୀତ: ଅରୁଣ ମନ୍ତ୍ରୀ
କଣ୍ଠ: କୁମାର ବାପି, ତପୁ ମିଶ୍ର, ପମି
ସମ୍ପାଦକ: ଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ:
୧୯ ଅକ୍ଟୋବର ୨୦୦୭

ଅଭିନୟ

  • ଅରିନ୍ଦମ ରାୟ
  • ଅନୁ ଚୌଧୁରୀ
  • କାଜଲ ମିଶ୍ର
  • ବବି ମିଶ୍ର
  • ଦେବୁ ବୋଷ
  • ବିଜୟ ମହାନ୍ତି
  • ଦେବଯାନୀ
  • ପିଣ୍ଟୁ ନନ୍ଦ
  • ତନ୍ଦ୍ରା ରାୟ
  • କୁନା ତ୍ରିପାଠୀ

ଗୀତ 

1. ଫଗୁଣ ଫୁଲ ଫୁଲ କ‌ହେ
2. ଓମ୍ ନମଃ ଶିବାୟ
3. ଲାଲ ଟୁକୁ ଟୁକୁ ସାଧବ ବୋହୂ
4. ମୋ ମନରେ ତୁ ଜ‌ହ୍ନରେ ତୁ
5. ଆ'ରେ ଆ ମୋ ସୂରରେ ସୁର ଦେଇ ଗୀତ ପଦେ ଗା
6. ସିନ୍ଦୂର ମୋର ପାଣିର ଗାର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର