ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କେମିତି ଏ ବନ୍ଧନ

Image result for odia movie kemiti e bandhana

ନିର୍ଦ୍ଦେଶକ: ସରୋଜ ସତପଥୀ
ପ୍ରଯୋଜକ: ପ୍ରଦୀପ କୁମାର ସାହୁ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସରୋଜ ସତପଥୀ
କାହାଣୀ: ପ୍ରଦୀପ ସାହୁ
କଳାକାର: ସବ୍ୟସାଚୀ, ଅର୍ପିତା, ଅନୁ ଚୌଧୁରୀ, ଚନ୍ଦ୍ରଚୁଡ଼ ସିଂହ, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ମିହିର ଦାସ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିଜାମ୍, ପ୍ରବୋଦ ରାଉତ
କଣ୍ଠ: ଅଲ୍‌କା ୟାଗ୍‌ନି, ତପୁ ମିଶ୍ର, କୁମାର ବାପି, ମହ‌ମଦ ଅଜିଜ୍, ଶକ୍ତି ମିଶ୍ର, ପମି, ଶ୍ରୀଚରଣ
ଚିତ୍ରଗ୍ରହଣ: ରବି, ବି. ସତୀଶ
ସମ୍ପାଦକ: ସମୀର ରଞ୍ଜନ ଦାସ, ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୧୨ ଅଗଷ୍ଟ ୨୦୧୧

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ପିତା ମୁଖାର୍ଜୀ
  • ଅନୁ ଚୌଧୁରୀ
  • ଚନ୍ଦ୍ରଚୁଡ଼ ସିଂହ
  • ବିଜୟ ମହାନ୍ତି
  • ମହାଶ୍ୱେତା ରାୟ
  • ମିହିର ଦାସ
  • ହରିହର ମହାପାତ୍ର
  • ଅଶ୍ରୁମୋଚନ ମହାନ୍ତି
  • ହାଡ଼ୁ
  • ଜର୍ଜ ତିଆଡ଼ି

ଗୀତ 

1. ତୁ ଆମର ହସ ଖୁସି
2. ଆରେ ଆରେ ମୋର ସାଥି
3. ଭଙ୍ଗା ଆଇନାର
4. ଅଜଣା ବାଟୋଇ କେମିତି ଜାଣିବ
5. ଝିଲ୍‌ମିଲ୍ ଝିଲ୍‌ମିଲ୍
6. କେମିତିକା ଜାଣିବ ଇଏ କେମିତିକା ବନ୍ଧନ ଇଏ
7. ମୋ ଠୁ ମୋତେ ଚୋରି କରିଛି (ନାରୀ)
8. ମୋ ଠୁ ମୋତେ ଚୋରି କରିଛି (ପୁରୁଷ)
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର