ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କଥାନ୍ତର



ନିର୍ଦ୍ଦେଶକ: ହିମାଂଶୁ ଖଟୁଆ
ପ୍ରଯୋଜକ: ଇତି ସାମନ୍ତ
ଚିତ୍ରନାଟ୍ୟ: ହିମାଂଶୁ ଖଟୁଆ
କାହାଣୀ: ହିମାଂଶୁ ଖଟୁଆ
କଳାକାର: ଅନୁ ଚୌଧୁରୀ, ଦେବପ୍ରସାଦ ଦାସ, ଚୌଧୁରୀ ବିକାଶ ଦାସ, ମିହିର ସ୍ୱାଇଁ, ମାମୁନି ମିଶ୍ର, ଜର୍ଜ ତିଆଡ଼ି
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
ଚିତ୍ରଗ୍ରହଣ: ସମୀର ମହାଜନ
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୧୪ ଡିସେମ୍ବର ୨୦୦୭

ଅଭିନୟ

  • ଅନୁ ଚୌଧୁରୀ
  • ଦେବପ୍ରସାଦ ଦାସ
  • ଭାସ୍ୱତି ବସୁ
  • ଚୌଧୁରୀ ବିକାଶ ଦାସ
  • ମିହିର ସ୍ୱାଇଁ
  • ଚୌଧୁରୀ ଜୟପ୍ରକାଶ ଦାସ
  • ବିଦ୍ୟୁତ୍‌ପ୍ରଭା ଦେବୀ
  • ଚକ୍ରଧର ଜେନା
  • ମାମୁନି ମିଶ୍ର
  • ରମେଶ ମହାନ୍ତି
  • ସୂର୍ଯ୍ୟ ମହାନ୍ତି
  • ଅନ୍ତରା ମହାପାତ୍ର
  • ଜର୍ଜ ତିଆଡ଼ି

ମନ୍ତବ୍ୟ

୧୯୯୯ ମସିରେ ଓଡ଼ିଶାରେ ହେଇଥିବା ମହାବାତ୍ୟା ଉପରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ସେହିସ‌ମୟରେ ଭୋଗିଥିବା ଅସୁବିଧାକୁ ନେଇ ଏହାର କାହାଣୀ ଲେଖାଯାଇଥିଲା ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର