ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କାବୁଲା ବାରବୁଲା


ନିର୍ଦ୍ଦେଶକ: ରମେଶ ରାଉତ
ପ୍ରଯୋଜକ: ବିଜୟ କନ୍ଦୋଇ, ଅଭିରାମ ସାହୁ
ସଂଳାପ: ବସନ୍ତରାଜ ସାମଲ
କଳାକାର: ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ସୁବ୍ରତ ସାଇଁ
କଣ୍ଠ: ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର
ଚିତ୍ରଗ୍ରହଣ: ପ୍ରତାପ ରାଉତ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୨୭ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଅନୁଭବ ମହାନ୍ତି
  • ଏଲିନା ସାମନ୍ତରାୟ
  • ପପୁ ପମ ପମ
  • ହରିହର ମହାପାତ୍ର
  • ସୁବାଶିଷ ଶର୍ମା
  • ଆନିଷା ଶର୍ମା
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିନ୍ସ
  • ଅନିତା ଦାସ
  • ଶମ୍ଭୁ

ଗୀତ 

1. ସୋନୁ ତୋର ମୋ ଉପରେ
2. ସଜନା
3. ଓ ସାହିବା
4. ଜାଲିମା ଓ ଜାଲିମା
5. ଦଶରା ବଜାର ଶଣ୍ଢ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର