ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହିରୋ ନଂ ୱାନ୍

Image result for odia film hero no 1

ନିର୍ଦ୍ଦେଶକ: ତାପସ ସରଘରିଆ
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ
ସଂଳାପ: ଶକ୍ତି ବରାଳ, ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ଦେବୀଦତ୍ତ ମହାନ୍ତି
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: ବାବୁଶାନ୍, ଭୂମିକା ଦାଶ, ମିହିର ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ଅଭିଜିତ ମଜୁମଦାର, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ସୌରିନ ଭଟ୍ଟ, ସୋହିନୀ ମିଶ୍ର, ତାରିକ୍ ଅଜିଜ୍, ବାବୁଶାନ୍, ସତ୍ୟଜିତ, ଦୀପ୍ତିରେଖା ପାଢ଼ୀ
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୨୪ ସେପ୍ଟେମ୍ବର ୨୦୧୭

ଅଭିନୟ

  • ବାବୁଶାନ୍
  • ଭୂମିକା ଦାଶ
  • ମିହିର ଦାସ

ଗୀତ 

1. ହିରୋ ନଂ ୱାନ୍
2. ଡିଜେ ବାଲା ଡ୍ୟାନ୍ସ
3. କାଞ୍ଚିରେ କାଞ୍ଚିରେ
4. ଏ ଜୀବନ ଧୁଆଁ ଧୁଆଁ ଲାଗେରେ
5. ତୁ ମୋ ଡାର୍ଲିଙ୍ଗ୍ ଡାର୍ଲିଙ୍ଗ୍‌ରେ
6. ଛିଟା ଛିଟା ବର୍ଷାରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର