ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଏମିତି ବି ହେଇପାରେ

Image result for odia film emiti b heipare

ନିର୍ଦ୍ଦେଶକ: ରାଜୀବ ମହାନ୍ତି
ପ୍ରଯୋଜକ: ରବି ନାରାୟଣ ଦାସ
ସଂଳାପ: ଶୁଭଜିତ ଆନନ୍ଦ
ଚିତ୍ରନାଟ୍ୟ: ରାଜୀବ ମହାନ୍ତି
କାହାଣୀ: ଚିନ୍ମୟୀ ମହାନ୍ତି
କଳାକାର: ଶଶୀକାନ୍ତ, ରୂପାଲି ଦେବେଦୀ, ଦୀପକ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ବାପୁ ଗୋସ୍ଵାମୀ, ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ
କଣ୍ଠ: ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି, ସତ୍ୟଜିତ, ଅଞ୍ଜଳି ଦାସ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଜାଗୃତି ମିଶ୍ର, ସୁଚିସ୍ମିତା
ଚିତ୍ରଗ୍ରହଣ: ପ୍ରଦୀପ ସାହୁ
ସମ୍ପାଦକ: ରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ:
୧୭ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଶଶୀକାନ୍ତ ବାରିକ
  • ରୂପାଲୀ ଦିବେଦୀ
  • ଦୀପକ
  • ପଦ୍ମଲୋକ
  • ସୁଲୋଚନା ଭୂୟାଁ
  • ସଂଗ୍ରାମ ବିଶ୍ଵାଳ
  • ହରିହର ସ୍ଵାଇଁ
  • ସୁମନ
  • ପ୍ରହଲାଦ ପାତ୍ର
  • ଜାନିବାବୁ
  • ସୁଇଟ ରୋଜି
  • ଦିଲୀପ ପଣ୍ଡା
  • ନିହାରିକା
  • ସଞ୍ଜୟ ମହାନ୍ତି
  • ପ୍ରତାପ ସାହୁ
  • ସନ୍ଧ୍ୟା ଶତପଥୀ
  • ସଂଗୀତା
  • ମାତନି ବରାଳ
  • ହୃଦୟ ପଟ୍ଟନାୟକ
  • ପ୍ରିୟଦର୍ଶିନୀ

ଗୀତ 

1. ଆକାଶରେ ଗୋଟେ ଜ‌ହ୍ନ
2. ରାଞ୍ଜଣା ରାଞ୍ଜଣା
3. ତ‌ତେ ଯେବେ ମୋ ସାଥ ଏବେ ଦେଖୁଥିବ
4. ବନସ୍ତେ ଡାକିଲା ଗଜ
5. ଓ ସାଥି ଓ ସାଥି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର