ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଏ ମନ ମାନେନା

Image result for odia film e mana manena

ନିର୍ଦ୍ଦେଶକ: ଏନ୍. ପାଢ଼ୀ
ପ୍ରଯୋଜକ: ବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଏନ୍. ପାଢ଼ୀ
କାହାଣୀ: ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
କଳାକାର: ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ଅନିତା ଦାସ, ହାଡ଼ୁ, ଉତ୍ତମ ମହାନ୍ତି
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ବିଜୟ ମଲ୍ଲ, ନିମାଇଁ ମହାନ୍ତି, ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ସୁରେଶ ପରିଡ଼ା
କଣ୍ଠ: କୁମାର ବାପି, ସରୋଜ ଦାସ, ତପୁ ମିଶ୍ର, ନସିର, ସୁଲଗ୍ନା
ଚିତ୍ରଗ୍ରହଣ: ଏ. ରଙ୍ଗନାଥନ୍
ସମ୍ପାଦକ: ସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଅରିନ୍ଦମ ରାୟ
  • ଦୁଷ୍ମନ୍ତ ପଣ୍ଡା
  • ବର୍ଷା ପ୍ରିୟଦର୍ଶିନୀ
  • କାଜଲ ମିଶ୍ର
  • ମିହିର ଦାସ
  • ଅନିତା ଦାସ
  • ହାଡ଼ୁ
  • ହରିହର ମହାପାତ୍ର
  • ଉତ୍ତମ ମହାନ୍ତି
  • ସୁମନ
  • ଜର୍ଜ ତିଆଡ଼ି

ଗୀତ 

1. ବାହା ହେବ ନାହିଁ
2. ଆଜିକା ବ୍ରେକିଙ୍ଗ ନ୍ୟୁଜ୍
3. ଓଃ ନୀଳ ପରି
4. କୋଉଠୁ ଆସିଲ ପରଦେଶୀ
5. ଧିରେ ଧିରେ ନିଆଁ ଜଳେ
6. ଏ ମନ ମାନେନା
7. ତୁମକୁ ନିଜର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର