ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଦୋସ୍ତି

Image result for 2011 odia dosti

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ବିଜୟ କନ୍ଦୋଇ
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ବିଜୟ କନ୍ଦୋଇ
କଳାକାର: ସବ୍ୟସାଚୀ ମିଶ୍ର, ବାବୁଶାନ୍, ପିଣ୍ଟୁ ନନ୍ଦ, ମେଘା ଘୋଷ, ପ୍ରିୟା ଚୌଧୁରୀ, ପ୍ରିତୀରାଜ, ବିଦୁସ୍ମିତା, ଉଷାସୀ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: କୁମାର ବାପି, ଦେବାଶିଷ, ମଳୟ ମିଶ୍ର, ଇରା ମହାନ୍ତି, ମାନସ ପ୍ରିତମ, ଶ୍ରୀଚରଣ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୨ ଅକ୍ଟୋବର ୨୦୧୧

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ବାବୁଶାନ୍
  • ପିଣ୍ଟୁ ନନ୍ଦ
  • ମେଘା ଘୋଷ
  • ପ୍ରିୟା ଚୌଧୁରୀ
  • ପ୍ରିତୀରାଜ
  • ବିଦୁସ୍ମିତା
  • ଉଷାସୀ ମିଶ୍ର
  • ହରିହର ମହାପାତ୍ର
  • ଗ୍ଲୋରିଆ ମହାନ୍ତି
  • କୁନା ତ୍ରିପାଠୀ
  • ଉତ୍ତମ ମହାନ୍ତି
  • ପୃଥୀରାଜ ନାୟକ
  • ଚୌଧୁରୀ ଜୟପ୍ରକାଶ ଦାସ
  • ଦେବୁ ବୋଷ
  • ଜୀବନ ପଣ୍ଡା
  • ଅମରେଶ ପତି
  • ଦେବାଶିଷ
  • ତୃପ୍ତି ସିହ୍ନା
  • ମାନସ ମହାପାତ୍ର
  • ମନ୍ଦାକିନୀ

ଗୀତ 

1. ଫୁଲେଇ ରାଣୀ
2. ଏ ବନର ଛାଇ
3. କେବେ ତୁ ଠିକ୍ କେବେ ମୁଁ ଠିକ୍
4. ୱାଣ୍ଡର ଗାର୍ଲ
5. ତୋର ମୋର ଦୋସ୍ତି
6. ତୁ ପଡ଼ିଗଲୁରେ ମୋ ପ୍ରେମରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର