ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କଟକ- ଦ ସିଲ୍‌ଭର୍ ସିଟି

Image result for odia movie cuttuck the silver city

ନିର୍ଦ୍ଦେଶକ: ସୁବ୍ରତ ବେହେରା
ପ୍ରଯୋଜକ: ମାନସ ସିଂହ
ଚିତ୍ରନାଟ୍ୟ: ସୁବ୍ରତ ବେହେରା, ହର ବାରିକ
କାହାଣୀ: ବିନୀତା ସିଂହ
କଳାକାର: ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ସମ୍ୱିତ ଆଚାର୍ଯ୍ୟ, କୋଏଲ ଦାସ, ବିଜୟ ମହାନ୍ତି, ସମରେଶ ରାଉରାୟ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ଦେବଦାସ ଛୋଟରାୟ, ଅରୁଣ ମନ୍ତ୍ରୀ
କଣ୍ଠ: ସୁଦୀପ୍ତା ଦାସ, ଉଦିତ ନାରାୟଣ, ସତ୍ୟଜିତ୍, ଶାନ୍, ଶ୍ରୀଚରଣ, ସୋହିନୀ ମିଶ୍ର, ସୁନିଧି ଚୌହାନ
ଚିତ୍ରଗ୍ରହଣ: ବାଳକୃଷ୍ଣ ସାହୁ
ସମ୍ପାଦକ: କୁନା ରାଉଳ
ମୁକ୍ତିଲାଭ ତାରିଖ:
୧୦ ନଭେମ୍ବର ୨୦୧୧

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ମିହିର ଦାସ
  • ସମ୍ୱିତ ଆଚାର୍ଯ୍ୟ
  • କୋଏଲ ଦାସ
  • ବିଜୟ ମହାନ୍ତି
  • ସମରେଶ ରାଉରାୟ
  • ମମିତା
  • ତନ୍ଦ୍ରା ରାୟ
  • ଗୁନା
  • ଅଶୋକ ଦାସ
  • ଚୌଧୁରୀ ବିକାଶ ଦାସ
  • ପ୍ରଜ୍ଞା ଖଟୁଆ

ଗୀତ 

1. କଲେଜର କାନ୍ଥ
2. ତୁ କ‌ହିଲୁ ଅଧେ ଗପ
3. ତୋ ଗୀତ ମୋ ଗୀତ
4. ଫୁଲ ଫୁଟିଲା
5. ଓକେ ଡାର୍ଲିଙ୍ଗ୍ ଓକେ
6. କଟକ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର