ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କ୍ରିମିନାଲ

Image result for 2011 odia kriminal

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ଅଜୟ କୁମାର ମୂଳିଆ
ସଂଳାପ: ନିଜାମ୍
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ଦିଲ୍ଲୀପ ପଣ୍ଡା
କଳାକାର: ଅରିନ୍ଦମ ରାୟ, ରିୟ ଦେ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ପ୍ରତୀରାଜ, ସମରେଶ, ସାତ୍ୱକୀ ମିଶ୍ର
ସଙ୍ଗୀତ: ଦୀପକ କୁମାର
ଗୀତ: ବସନ୍ତରାଜ ସାମଲ, ନିର୍ମଳ ନାୟକ, ରଜନୀକାନ୍ତ ନାୟକ, ନିଜାମ୍, ଫେଲୁ ପଟ୍ଟନାୟକ
ଚିତ୍ରଗ୍ରହଣ: ପି. ସୁଧାକର ରେଡ୍ଡି
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଅକ୍ଟୋବର ୨୦୧୧

ଅଭିନୟ

  • ଅରିନ୍ଦମ ରାୟ
  • ରିୟ ଦେ
  • ମିହିର ଦାସ
  • ପ୍ରିୟଙ୍କା ମହାପାତ୍ର
  • ପ୍ରତୀରାଜ ସତପଥୀ
  • ସମରେଶ ରାଉରାୟ
  • ସାତ୍ୱକୀ ମିଶ୍ର
  • ସରୋଜ ଦାସ
  • ଜୟୀରାମ ସାମଲ
  • ସୁବାଶିଷ ଶର୍ମା
  • ଅନନ୍ତ ଚରଣ
  • ଜ୍ୟୋତି ଦାସ
  • ସଲିଲ ମିତ୍ର
  • ବାଦଲ ମହାନ୍ତି
  • ମୁନ୍
  • ଜୀବନ ପଣ୍ଡା
  • ବାବୁ ପ୍ରଧାନ
  • ଦିଲୀପ ସାହୁ
  • ମିଟୁ ମିଥୁନ
  • ହାପି
  • ଚିଣ୍ଟୁ
  • କାହ୍ନା
  • ଟିକିନା
  • ରହ‌ମାନ
  • ନଟବର
  • ଲୋକନାଥ
  • ପୁରୁଷୋତ୍ତମ
  • ପିଙ୍କି
  • ଶିଲା
  • ମିଲି
  • ମାମା
  • ଲୋପାମୁଦ୍ରା
  • ସଞ୍ଜୁକ୍ତା

ଶିଶୁ କଳାକାର

  • ସାଇ ଓମ୍ ପ୍ରକାଶ
  • ସୋମ୍
  • ଅନିକେତ୍
  • ଶକ୍ତି
  • ଦୀପକ
  • ସୁଶ୍ରୀ
  • ଶୁଭସ୍ମିତା
  • ବ‌ବ୍‌ଲି
  • ନାନ୍ସୀ

ଗୀତ 

1. ମାରିଦେ ମାରିଦେ ଗୋରୀ ପ୍ରେମ ତୀର ମାରିଦେ
2. ନୀଳ ନୀଳ ଏଇ ଭସା ବାଦଲରେ
3. ସ‌ହର ହଲିଲା
4. ଗୁନ୍ ଗୁନ୍ ଗାୟେ ଭଅଁରଟା
5. କିମିନାଲ୍
6. ଆଖିରେ ଆଖିରେ
7. ସପନ ତୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର