ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଚକୋଲେଟ

Image result for odia movie chocolate

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: କୁଶରଞ୍ଜନ ପଟ୍ଟନାୟକ
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସୁଶାନ୍ତ ମଣି
କଳାକାର: ବାବୁଶାନ୍, ଅର୍ଚ୍ଚିତା ସାହୁ, ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ, ପ୍ରଦ୍ୟୁମ୍ନ ଲେଙ୍କା, ଅଙ୍କିତା ଭୌମିକ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ବାପୁ ଗୋସ୍ୱାମୀ
କଣ୍ଠ: ବାବୁଶାନ୍, ତପୁ ମିଶ୍ର, ପମି, ସଞ୍ଜିବନି, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ବିରେନ ମହାନ୍ତି
ମୁକ୍ତିଲାଭ ତାରିଖ:
୫ ଅଗଷ୍ଟ ୨୦୧୧

ଅଭିନୟ

  • ବାବୁଶାନ୍
  • ଅର୍ଚ୍ଚିତା ସାହୁ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସମରେଶ ରାଉତରାୟ
  • ପ୍ରଦ୍ୟୁମ୍ନ ଲେଙ୍କା
  • ହରିହର ମହାପାତ୍ର
  • ଅଙ୍କିତା ଭୌମିକ
  • ବିଦୁସ୍ମିତା

ଗୀତ 

1. ମୋ ବୋପାର କ'ଣ ଗଲା
2. ମୁଁ ସେକ୍ସି ବିଲ୍ଲି
3. କିଛି ବାଟ ଚାଲି
4. ଧିରେ ଧିରେ ଚାଲ୍‌ରେ ସମୟ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର