ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଚାନ୍ଦିନୀ ଆଇ ମିସ୍ ୟୁ

Image result for 2011 odia chandini i miss you

ନିର୍ଦ୍ଦେଶକ: ବସନ୍ତ ସାହୁ
ପ୍ରଯୋଜକ: ଅନାମ ଚରଣ ସାହୁ
ସଂଳାପ: ବସନ୍ତରାଜ ସାମଲ
ଚିତ୍ରନାଟ୍ୟ: ବସନ୍ତ ସାହୁ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ସବ୍ୟସାଚୀ ମିଶ୍ର, ମେଘା ଘୋଷ, ପ୍ରିୟା ଚୌଧୁରୀ, ଦେବାଶିଷ ପାତ୍ର, ସରୋଜ ଦାସ, ରାଇଚରଣ ଦାସ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ
କଣ୍ଠ: କୁମାର ବାପି, ସୌରିନ୍ ଭଟ୍ଟ, କପିଲ ଗୁପ୍ତା, ତପୁ ମିଶ୍ର, ପ୍ରଶାନ୍ତ ମୁଦୁଲି, ସଂଗ୍ରାମ, ଶ୍ରୀଚରଣ, ସୁଦୀପ୍ତା
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ରାଜେଶ ଦାସ
ମୁକ୍ତିଲାଭ ତାରିଖ:
୨ ଅକ୍ଟୋବର ୨୦୧୧

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ମେଘା ଘୋଷ
  • ପ୍ରିୟା ଚୌଧୁରୀ
  • ଦେବାଶିଷ ପାତ୍ର
  • ସରୋଜ ଦାସ
  • ରାଇଚରଣ ଦାସ
  • ବିଦ୍ୟୁତ୍‌ବାଳା ଦେବୀ
  • ସଲିଲ ମିତ୍ର
  • ନନ୍‌ସେନ୍ସ ମଣି
  • ବବି
  • ତାନିଆ
  • ଅଂଶୁମାନ
  • ଚାନ୍ଦିନୀ
  • ଲକ୍ଷ୍ମୀଧର ସାହୁ
  • କୁସୁମ ତ୍ରିପାଠୀ
  • ବି. କେ. ଯୋସୀ
  • ଦୀପକ ପରିଡ଼ା

ଗୀତ 

1. ପ୍ରେମ ଆସେ କେତେବେଳେ
2. କିଛି କଥା କ‌ହିହୁଏ
3. ଚାନ୍ଦିନୀ ଆଇ ମିସ୍ ୟୁ
4. ତୋ ଆଗରୁ ଆସି ନାହିଁ
5. ତୁ କାହିଁକି ଲାଗୁ ଏତେ ନିଜର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର