ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଚକା ଚକା ଭଉଁରୀ

Image result for odia film chaka chaka bhaunri

ନିର୍ଦ୍ଦେଶକ: ଶୁଭେନ୍ଦୁ ସ୍ୱାଇଁ
ପ୍ରଯୋଜକ: ଦେବାଶିଷ ବଗଲା
ସଂଳାପ: ବିଶ୍ୱନାଥ ପତି, ବସନ୍ତ ମହାନ୍ତି
ଚିତ୍ରନାଟ୍ୟ: ଶୁଭେନ୍ଦୁ ସ୍ୱାଇଁ
କାହାଣୀ: ଶୁଭେନ୍ଦୁ ସ୍ୱାଇଁ
କଳାକାର: ସିଦ୍ଧାନ୍ତ, ଅନୁ ଚୌଧୁରୀ, କାଜଲ ମିଶ୍ର, ଶ୍ରୀଲେଖା, ଅଖିଳ, ବିଜୟ ମହାନ୍ତି, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ଶରତ ନାୟକ
ଗୀତ: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ସଞ୍ଜୟ ମହାକୁଡ଼
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • କାଜଲ ମିଶ୍ର
  • ଶ୍ରୀଲେଖା ମିତ୍ର
  • ଅଖିଳ ପଟ୍ଟନାୟକ
  • ବିଜୟ ମହାନ୍ତି
  • ନମ୍ରତା ଦାସ
  • ଗ୍ଲୋରିଆ ମହାନ୍ତି
  • ମିହିର ଦାସ
  • ମୀନକେତନ
  • ବବି ମିଶ୍ର
  • ଜର୍ଜ ତିଆଡ଼ି
  • ସ୍ନିଗ୍ଧା ମହାନ୍ତି
  • ଦୀପ୍ତି ପଣ୍ଡା
  • ଚୌଧୁରୀ ଜୟପ୍ରକାଶ ଦାସ
  • ହାଡ଼ୁ
  • ବିନାୟକ ମିଶ୍ର

ଶିଶୁ କଳାକାର

  • ମାୟା
  • ଆକାଂକ୍ଷା
  • ଦୀପକ
  • ଅଙ୍କିତ

ଗୀତ 

1. ପବନ କାହିଁକି ଆଜି ଚଗଲା ହୁଏ
2. ଚକା ଚକା ଭଉଁରୀ
3. ଏ ଜୀବନ ଯମୁନାରେ
4. ଦେଖ ନରମ ନରମ
5. ଆସିଲାରେ ଆସିଲାରେ
6. ବନ୍ଧୁଟିଏ ଖୋଜୁ ଖୋଜୁ
7. ଆହେ ନୀଳଶୈଳ
8. ସବୁଥିରୁ ବଞ୍ଚିତ କରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର