ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବନ୍ଧୁ

Image result for banali film bondhu

ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: କୁସୁମ ଧନୁକା
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ଭିକ୍ଟର ବାନାର୍ଜୀ, ସୋମା ଚକ୍ରବର୍ତ୍ତୀ, ପ୍ରସନ୍ନ‌ଜିତ୍ ଚାଟାର୍ଜୀ, କୁନା ତ୍ରିପାଠୀ, ନାରାୟଣ ଦାସ, ରଜତଭ ଦାସ
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା, ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଭିକ୍ଟର ବାନାର୍ଜୀ
  • ସୋମା ଚକ୍ରବର୍ତ୍ତୀ
  • ପ୍ରସନ୍ନ‌ଜିତ୍ ଚାଟାର୍ଜୀ
  • ଡୋଲା ଚୌଧୁରୀ
  • ନାରାୟଣ ଦାସ
  • ରଜତଭ ଦାସ
  • ଶ୍ୟାମଲା ଦତ୍ତ
  • ସ୍ୱସ୍ତିକା ମୁଖାର୍ଜୀ
  • କୁନା ତ୍ରିପାଠୀ

ମନ୍ତବ୍ୟ

 ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର "କୋଇ ମିଲ୍ ଗୟା"ର କାହାଣୀକୁ ନେଇ ନିର୍ମିତ ହୋଇଥିଲା ଏହି ବଙ୍ଗଳା ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିକୁ ଓଡ଼ିଆ ଭାଷାରେ ଡବିଂ କରାଯାଇଥିଲା ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର