ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବନ୍ଧନ

Image result for 2011 odia movie bandhanImage result for 2011 odia movie bandhan

ନିର୍ଦ୍ଦେଶକ: ସୁଶାନ୍ତ କୁମାର ରାଉତ
ପ୍ରଯୋଜକ: ଅନୁପମା ରାଉତ, ଅଜୟ କୁମାର ଶର୍ମା
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ସୁଶାନ୍ତ କୁମାର ରାଉତ
କାହାଣୀ: ଅନୁପମା ରାଉତ
କଳାକାର: ସମ୍ୱିତ ଆଚାର୍ଯ୍ୟ, ପ୍ରିୟଦର୍ଶିନୀ ଘୋଷ, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ସାତ୍ୱକୀ ମିଶ୍ର, ମିହିର ଦାସ
ସଙ୍ଗୀତ: ବିଭୂତି ଭୂଷଣ
ଚିତ୍ରଗ୍ରହଣ: ରଙ୍ଗରାଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୯ ସେପ୍ଟେମ୍ବର ୨୦୧୧

ଅଭିନୟ

  • ସମ୍ୱିତ ଆଚାର୍ଯ୍ୟ
  • ପ୍ରିୟଦର୍ଶିନୀ ଘୋଷ
  • ବିଜୟ ମହାନ୍ତି
  • ରାଇମୋହନ ପରିଡ଼ା
  • ସାତ୍ୱକୀ ମିଶ୍ର
  • ମିହିର ଦାସ

ଗୀତ 

1. ସାଥିରେ ଲେଟ୍ ଫ୍ଲାଏ୍
2. ତୋ ଚେହେରା
3. ମୋର ଏଜ୍ ନାଇଣ୍ଟିନ୍
4. ତମ ହାତ ରନ୍ଧା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର