ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବାଳୁଙ୍ଗା ଟୋକା

Image result for odia movie balanga toka

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ପ୍ରଭାସ ଚନ୍ଦ୍ର ରାଉତ
ସଂଳାପ: ଦୀପକ ଜେନା
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ମୁନା ପାତ୍ର
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମୀନକେତନ, ପ୍ରିୟଙ୍କା ପ୍ରଧାନ, ସମ୍ବିତ ଆଚାର୍ଯ୍ୟ, ପପୁ ପମ ପମ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ, ନିଜାମ୍
କଣ୍ଠ: ଜାବେଦ୍ ଅଲ୍ଲୀ, ଶ୍ରେୟା ଘୋଷାଲ, ପାମେଲା ଜୈନ, ଉଦିତ ନାରାୟଣ, ବିନୋଦ ରାଠୋଡ଼, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ଆର୍. ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଅକ୍ଟୋବର ୨୦୧୧

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ମୀନକେତନ
  • ପ୍ରିୟଙ୍କା ପ୍ରଧାନ
  • ସମ୍ବିତ ଆଚାର୍ଯ୍ୟ
  • ପପୁ ପମ ପମ
  • ପ୍ରତିଭା ପଣ୍ଡା
  • ସଲିଲ ମିତ୍ର
  • ଜୀବନ ପଣ୍ଡା
  • ମନୋଜ ପଣ୍ଡା
  • ଗୁଡ୍ଡୁ
  • ରାଜୀବ
  • ନମ୍ରତା ଦାସ
  • ଟୁନିଆ
  • ମମତା
  • ମନିନୀ
  • କାଳୀଚରଣ
  • ଅରବିନ୍ଦ ଷଡ଼ଙ୍ଗୀ

ଶିଶୁ କଳାକାର

  • ଅଙ୍କିତ
  • ଅଭିଶେଷ

ଗୀତ 

1. ବାଳୁଙ୍ଗା ଟୋକା
2. ତୁ କି' ସେଇ ସପନ ପରିଟେ
3. ପଲକେ ନୂଆ ସପନ ବସା ବାନ୍ଧିଥିଲା
4. ମନ ତ' ଏମିତି ଏକ
5. କିଛି ହଉ ହଉ କିଛି ହେଲାରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର