ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅଗ୍ନିଶିଖା

Image result for odia film agnisikha

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ଅଶୋକ କାନ୍ଦୋଇ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କଳାକାର: ବର୍ଷା ପ୍ରିୟଦର୍ଶିନୀ, ସୁନୀଲ କୁମାର, ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ
ସଙ୍ଗୀତ: ମନ୍ମଥ ମିଶ୍ର
କଣ୍ଠ: କୁମାର ବାପି, ଶ୍ରୀଚରଣ, ଆଲୋକ କୁଣ୍ଡୁ, ସୁଚରିତା ମିଶ୍ର, ରୂପାଲୀ, ଶୈଳଭାମା
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ବର୍ଷା ପ୍ରିୟଦର୍ଶିନୀ
  • ସୁନୀଲ କୁମାର
  • ମିହିର ଦାସ
  • ହର ପଟ୍ଟନାୟକ
  • ସୁରେଶ ବଳ
  • ଅକ୍ଷୟ ବସ୍ତିଆ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ପୁଷ୍ପା ପଣ୍ଡା
  • ରୁନୁ ପରିଜା
  • ପପି ସନ୍ତୁକ
  • ବ୍ରଜ ସିଂହ

ଗୀତ 

1. ଏ ବାବୁ ଭିଣେଇ ବାବୁ
2. ହାତକୁ ଦେବି ତୁମ ସୁନାର କଙ୍କଣ
3. ଭଲ କଲୁ ଭୁଲିଗଲୁ ଭଲ ପାଇକି
4. ଶୋଇଥାଏ ଚେଇଁଥାଏ
5. ସୁଖ ଆକାଶରେ ସୁନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର