ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

୧୪୩ ଆଇ ଲଭ୍ ୟୁ

Image result for odia movie 143 i love you

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ସଞ୍ଜୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ସଞ୍ଜୟ ନାୟକ, ଅଶୋକ ପତି
କଳାକାର: ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥପ୍ପା, ବାବୁଶାନ୍, କୋଏଲ୍ ମୁଖାର୍ଜୀ, ମିହିର ଦାସ, ସମରେଶ ରାଉତରାୟ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ବାପୁ ଗୋସ୍ୱାମୀ
କଣ୍ଠ: ବାବୁଶାନ୍, ଉଦିତ ନାରାୟଣ, ପମି, କୁନାଲ ଗଞ୍ଜାୱାଲା, ଗୁଡ୍‌ଲି ରଥ, ତପୁ ମିଶ୍ର
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଜୁନ୍ ୨୦୧୧

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ନମ୍ରତା ଥପ୍ପା
  • ବାବୁଶାନ୍
  • କୋଏଲ୍ ମୁଖାର୍ଜୀ
  • ହରିହର ମହାପାତ୍ର
  • ମିହିର ଦାସ
  • ସମରେଶ ରାଉତରାୟ
  • ପିଣ୍ଟୁ ନନ୍ଦ
  • ମୀନକେତନ
  • ଜୀବନ ପଣ୍ଡା
  • ତନ୍ମୟ ମିଶ୍ର

ଗୀତ 

1. ତିମ୍ ତିମ୍ ତାରା
2. ପ୍ରେମ ହାରେନା
3. ଓ ପ୍ରିୟା ପ୍ରିୟା
4. ଦିୱାନୀ ହେଲି ତୋ ପାଇଁ
5. ଦେଖୋ ଜରା
6. ୧୪୩ ଆଇ ଲଭ୍ ୟୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର