ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ମୋ ଆରମ୍ଭ ତୁ ମୋ ଶେଷ

Image result for odia film tu mo arambha tu mo sesha

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ରବିନ୍ଦ୍ର ପଣ୍ଡା
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଡଃ ରଜନୀ ରଞ୍ଜନ
କାହାଣୀ: ବିଜୟଲକ୍ଷ୍ମୀ ପଣ୍ଡା
କଳାକାର: ସୁବାଶିଷ ଶର୍ମା, ପିଙ୍କି ପ୍ରିୟଦର୍ଶିନୀ, ମିହିର ଦାସ, ପୁଷ୍ପା ପଣ୍ଡା, ମୀନକେତନ, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଦୀପକ ଜେନା, ଅରୁଣ ମନ୍ତ୍ରୀ, ଶୈରିନ୍ଦ୍ରି ସାହୁ
କଣ୍ଠ: ଜାବେଦ୍ ଅଲ୍ଲୀ, କ୍ରିଷ୍ଣା ବେଉରା, ଇରା ମହାନ୍ତି, ଉଦିତ ନାରାୟଣ, ଶଶାଙ୍କ, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ସୁଶୀଲ ବେହେରା
ସମ୍ପାଦକ: ଅଜିତ ମନ୍ଧୁଆଳ
ମୁକ୍ତିଲାଭ ତାରିଖ:
୧୮ ମଇ ୨୦୧୨

ଅଭିନୟ

  • ସୁବାଶିଷ ଶର୍ମା
  • ପିଙ୍କି ପ୍ରିୟଦର୍ଶିନୀ
  • ମିହିର ଦାସ
  • ପୁଷ୍ପା ପଣ୍ଡା
  • ମୀନକେତନ
  • ସଲିଲ ମିତ୍ର
  • ମିଲନ୍
  • ନୀଲା
  • ପ୍ରଜ୍ଞା ଖଟୁଆ


ଗୀତ 

1. ଆରେ ଆଜି କାଇଁ ମନ
2. ଟିଉଁ ଟିଉଁ
3. ଜୀବନ ଟା
4. ଓ ପ୍ରିୟା
5. ତୁ ମୋ ଆରମ୍ଭ ତୁ ମୋ ଶେଷ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର