ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ଯେ ସେଇ


Image result for odia movie tu je sei

ନିର୍ଦ୍ଦେଶକ:ଅଶୋକ ପତି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ରଣଜିତ ପଟ୍ଟନାୟକ
ମୂଳ ଆଧାର: ରାଜାରାଣୀ (ତାମିଲ କଥାଚିତ୍ର)
କଳାକାର: ବାବୁଶାନ୍, ଶୀତଲ ପାତ୍ର, ରିୟା ଦେ, ଦେବାଶିଷ
ସଙ୍ଗୀତ: ବିକାଶ ଦାସ
କଣ୍ଠ: ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୬

 

ଅଭିନୟ

  • ବାବୁଶାନ୍
  • ଶୀତଲ ପାତ୍ର
  • ରିୟା ଦେ
  • ଦେବାଶିଷ
  • ହରିହର ମହାପାତ୍ର

 

ଗୀତ

1. ତୁ ଯେ ସେଇ
2. କି କଲୁ କି କଲୁ ସତିଆ
3. କି ହେଲା ଆଜି ମୁଁ ଜାଣେନା
4. ଓ ବେବି
5. ଶୁଖା ଶୁଖା

 

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର