ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୋର ଦିନେ କୁ ମୋର ଦିନେ

Image result for odia movie tor dine ku mor dine

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ ଏବଂ ପ୍ରଦ୍ୟୁମ୍ନ ଲେଙ୍କା
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ସିଦ୍ଧାର୍ଥ
କଳାକାର: ଅରିନ୍ଦମ, ଶୀତଲ ପାତ୍ର, ଅମ୍ଳାନ, ରିୟା ଦେ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସତ୍ୱକୀ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ
ସଙ୍ଗୀତ: ସଂଗ୍ରାମ, ତାରିକ୍, ଜାଗୃତି, ଦିବ୍ୟା, ସୌରିନ୍, ନିବେଦିତା, ଆର୍. ଏସ୍. କୁମାର, ବିଦ୍ୟା
ଚିତ୍ରଗ୍ରହଣ: ଏସ୍. ରମେଶ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୮ ଅକ୍ଟୋବର ୨୦୧୬

ଅଭିନୟ

  • ଅରିନ୍ଦମ ରାୟ
  • ଶୀତଲ ପାତ୍ର
  • ଅମ୍ଳାନ ଦାସ
  • ରିୟା ଦେ
  • ମିହିର ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ରତନ ମେହେର୍
  • ଅସିତ୍ ପତି
  • ସାତ୍ୱକି ମିଶ୍ର
  • କୀର୍ତ୍ତି ମହାନ୍ତି
 

ଗୀତ

1. ତୋର ଦିନେକୁ ମୋର ଦିନେ
2. ଦିବାନୀ ଦିବାନୀ ମୁଁ ଦିବାନୀ
3. ଏଇ ହନିମୁନ୍ ପାଗଟାରେ
4. ଏଇ ମୋର ମନେ ଚୋରି ଚୋରି
5. ଏଇ ନିରୀହ ନିରୀହ ଆଖିରେ
6. ଓ ସେକ୍ସି ସେକ୍ସି ବେବି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର