ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୋର ମୋର କଥା ହେବା ଚୁପ ଚାପ

Image result for odia movie tor mor katha heba chup chap 2011

ନିର୍ଦ୍ଦେଶକ: ରୁଦ୍ରନାରାୟଣ ମହାନ୍ତି
ପ୍ରଯୋଜକ: ରୁଦ୍ରନାରାୟଣ ମହାନ୍ତି, ବିଜୟାନନ୍ଦ ଜେନା
ସଂଳାପ: ଡଃ ସୁଶାନ୍ତ ଦାସ
ଚିତ୍ରନାଟ୍ୟ: ରୁଦ୍ରନାରାୟଣ ମହାନ୍ତି
କାହାଣୀ: ଡଃ ସୁଶାନ୍ତ ଦାସ
କଳାକାର: ଅକ୍ଷୟ ବସ୍ତିଆ, ଦେବୁ ବୋଷ, ନେହା ବୋଷ, ରାଣାପ୍ରତାପ ବୋଷ, ସୁସ୍ମିତା ବୋଷ, ଲୀନା, ସ୍ୱରାଜ ମହାପାତ୍ର
ସଙ୍ଗୀତ: ରୁଦ୍ରନାରାୟଣ ମହାନ୍ତି
ଚିତ୍ରଗ୍ରହଣ: କୁମାର ସନ୍ତୋଷ
ମୁକ୍ତିଲାଭ ତାରିଖ:
୬ ମଇ ୨୦୧୧

ଅଭିନୟ

  • ଅକ୍ଷୟ ବସ୍ତିଆ
  • ଦେବୁ ବୋଷ
  • ନେହା ବୋଷ
  • ରାଣାପ୍ରତାପ ବୋଷ
  • ସୁସ୍ମିତା ବୋଷ
  • ଲୀନା
  • ସ୍ୱରାଜ ମହାପାତ୍ର
  • ଅଶ୍ରୁମୋଚନ ମହାନ୍ତି
  • ପ୍ରଗତି ମହାନ୍ତି
  • ସୋମ୍ୟ ମହାନ୍ତି
  • ନାଗା ମୋଟୁ
  • ବାବୁ ପ୍ରଧାନ
  • ଜ୍ୟୋତି ପ୍ରକାଶ
  • ମୀନା ରାଣୀ
  • ଦିଲୀପ ତାର୍କୀ

ଗୀତ 

1. ରାତିଠୁ କଅଁଳ
2. ନୁହେଁ ରାମାୟଣ
3. ହେ ସାଇ ବାବା
4. ସତେ ମହାପ୍ରଳୟ
5. ତମ ନାଁ ଲେଖିଚି
6. ତୋର ମୋର କଥା ହେବା ଚୁପ୍ ଚାପ୍
7. ଭିଜା ଭିଜା ଓଠ
8. ଆଖି ଖୋଜୁଥାଏ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର