ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଥୁକୁଲ

Image result for odia film thukul

ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: ଅକ୍ଷୟ କୁମାର ପରିଜା
ସଂଳାପ: ପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ବାବୁଶାନ୍, ଅର୍ଚ୍ଚିତା ସାହୁ, ପ୍ରକୃତି ମିଶ୍ର, ଅପରାଜିତା ମହାନ୍ତି, ମୀନକେତନ, ସମରେଶ ରାଉତରାୟ, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରଶାନ୍ତ ନନ୍ଦ
କଣ୍ଠ: ସଙ୍ଗୀତା ଗୋସ୍ୱାମୀ, କ୍ରିଷ୍ଣା, ଇରା ମହାନ୍ତି, ପ୍ରଶାନ୍ତ ମୁଦୁଲି, ଉଦିତ ନାରାୟଣ, ପମି, ସାଧନା ସରଗମ୍, ସୁବାଶିଷ, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ:
୧୨ ଜାନୁଆରୀ ୨୦୧୨

ଅଭିନୟ

  • ବାବୁଶାନ୍
  • ଅର୍ଚ୍ଚିତା ସାହୁ
  • ପ୍ରକୃତି ମିଶ୍ର
  • ଅପରାଜିତା ମହାନ୍ତି
  • ମୀନକେତନ
  • ସମରେଶ ରାଉତରାୟ
  • କୁନା ତ୍ରିପାଠୀ
  • ନବ ଆଚାର୍ଯ୍ୟ
  • ପ୍ରଫୁଲ୍ଲ କର
  • ମିଟୁ ମିଥୁନ
  • ବାଦଲ ମହାନ୍ତି
  • ପ୍ରକାଶ ମହାନ୍ତି
  • ସଚ୍ଚି ପଣ୍ଡା
  • ସାନୋ ରଥ
  • ପୁପିନ୍ଦର ସିଂହ
  • ଇଲୁ ବାନାର୍ଜୀ
  • ସରୋଜ ଦାସ
  • ମନୋଜ ପଟ୍ଟନାୟକ
  • ଶ୍ୱେତା ଆଚାର୍ଯ୍ୟ
  • ଶ୍ରୀତମ ଦାସ

ଗୀତ 

1. ଆ ସାଥି ଆ
2. ଆଖିର ବଗିଚାରେ
3. ବଜା ବଜା ଢୋଲ ବଜା
4. ଗଛରୁ ଝଡ଼ିଲେ ପତ୍ର
5. ହଜି ଯାଇଥିଲେ
6. ଜଗନ୍ନାଥ ସ୍ୱାମୀ
7. କିଏ କ‌ହେ ନାଚିବାକୁ
8. ମିତରେ ମିତରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର