ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଟାର୍ଗେଟ

Image result for odia movie Target

ନିର୍ଦ୍ଦେଶକ: ଏସ୍. କେ. ମୁରଲୀଧରନ୍‌
ପ୍ରଯୋଜକ: ନିରଞ୍ଜନ ରଣା
ସଂଳାପ: ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ଏସ୍. କେ. ମୁରଲୀଧରନ୍‌
କାହାଣୀ: ଗୀତାଞ୍ଜଳୀ ରଣା
କଳାକାର: ଝିଲିକ୍, ଅମ୍ଳାନ, ମିହିର ଦାସ, ମୀନକେତନ, ନମ୍ରତା ଦାସ, ଅପରାଜିତା, ପିଙ୍କି ପ୍ରଧାନ, ମହାଶ୍ୱେତା
ସଙ୍ଗୀତ: ଅଭିଜିତ ମଜୁମଦାର, ରବି ନାରାୟଣ ନନ୍ଦ
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ:
୧୨ ଅପ୍ରେଲ ୨୦୧୩

ଅଭିନୟ

  • ଅମ୍ଳାନ ଦାସ
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ମହାଶ୍ୱେତା ରାୟ
  • ମୀନକେତନ
  • ନମ୍ରତା ଦାସ
  • ସୁବାଶିଷ ଶର୍ମା
  • ହାଡ଼ୁ
  • ପିଙ୍କି ପ୍ରଧାନ
  • ଅଶୋକ ଦାସ
  • ଶକ୍ତି ବରାଳ

ଗୀତ 

1. ଏଇକି ସେ ପ୍ରେମ
2. କିଏ ଛୁଇଁଲା
3. ପଁ ପଁ ପଁ
4. ଟାର୍ଗେଟ୍
5. ଟେନସନ୍ କାଇଁ ଲେବୁ
6. ତୁମେ ମୋ ନୟନ ତାରା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର