ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତମେ ଥିଲେ ସାଥିରେ

Image result for odia movie tame thile sathire

ନିର୍ଦ୍ଦେଶକ:ସଞ୍ଜୟ ନାୟକ
ପ୍ରଯୋଜକ: ଜୁଗାଂଶୁ ଶେଖର ପଣ୍ଡା
କାହାଣୀ: ସଞ୍ଜୟ ନାୟକ
କଳାକାର: ଦୀପକ ବାରିକ, ରାଗିଣୀ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଅସୀତ ପତି
ସଙ୍ଗୀତ: ପ୍ରେମ ଆନନ୍ଦ
ଚିତ୍ରଗ୍ରହଣ: ରଞ୍ଜନ
ମୁକ୍ତିଲାଭ ତାରିଖ:
୬ ନଭେମ୍ବର ୨୦୧୪

ଅଭିନୟ

  • ଦୀପକ ବାରିକ
  • ରାଗିଣୀ
  • କୁନା ତ୍ରିପାଠୀ
  • ବିଜୟ ମହାନ୍ତି
  • ବିଜୁ ବଡ଼ଜେନା
  • ଚକ୍ରଧର ଜେନା
  • ବୀଣା ମହାରଣା
  • ପିଣ୍ଟୁ ନନ୍ଦ
  • ଅସୀତ ପତି

ଗୀତ

1. ବାଲିଘର ଗଲା ଭାଙ୍ଗି
2. ଚାଲିବାକୁ ଭଲ ଲାଗେ
3. ତୋ ବିନା ମୁଁ କାହାର ନୁହେଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର