ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସୁଇଟ୍ ହାର୍ଟ

Image result for odia movie sweet heart

ନିର୍ଦ୍ଦେଶକ:ସୁଶାନ୍ତ ମଣି
ପ୍ରଯୋଜକ: ନୀଳକଣ୍ଠ ଦାସ ଏବଂ ସୁନନ୍ଦା ଦାଶ
ସଂଳାପ: ବାପୁ ଗୋସ୍ୱାମୀ
କାହାଣୀ: ସୁଶାନ୍ତ ମଣି
କଳାକାର: ବାବୁଶାନ୍, ସମରେଶ ରାଉତରାୟ, ଅନୁ ଚୌଧୁରୀ, ଅନୁଭା ସୌର୍ଯ୍ୟା, ଅପରାଜିତା, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତ: ଗୁଡଲି ରଥ
ଗୀତ: ବାପୁ ଗୋସ୍ବାମୀ, ମୁକେଶ ସିଂ
କଣ୍ଠ: ନଭ୍ୟା, ବିଭୂ କିଶୋର, ତପୁ ମିଶ୍ର, ରତିକାନ୍ତ ଶତପଥୀ, ଜାଭେଦ ଅଲ୍ଲୀ, ଇନ୍ଦୁ ସୋନାଲି
ମୁକ୍ତିଲାଭ ତାରିଖ:
୧୮ ଅଗଷ୍ଟ ୨୦୧୬
 

ଅଭିନୟ

  1. ବାବୁଶାନ୍
  2. ସମରେଶ ରାଉତରାୟ
  3. ଅନୁ ଚୌଧୁରୀ
  4. ଅନୁଭା ସୌର୍ଯ୍ୟା
  5. ଅପରାଜିତା ମହାନ୍ତି
  6. ବିଜୟ ମହାନ୍ତି
  7. ମିହିର ଦାସ
  8. ଚକ୍ରଧର ଜେନା
 

ଗୀତ 

1. ସୁଇଟ୍ ହାର୍ଟ
2. ଅନ୍ଧାରରେ
3. ଝିଲମିଲ୍ ଝିଲମିଲ୍
4. ଚାନ୍ସ ମରା ବୟସ
5. ଅଧଜଳ ଗ‌ଗ୍ରୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର