ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସୁପରଷ୍ଟାର

Image result for odia movie superstar

ନିର୍ଦ୍ଦେଶକ: ବରଦା ପ୍ରସନ୍ନ ତ୍ରିପାଠୀ
ପ୍ରଯୋଜକ: ଦେବାନନ୍ଦ ପଣ୍ଡା, ସମ୍ପୂର୍ଣ୍ଣାନନ୍ଦ ପଣ୍ଡା
ସଂଳାପ: ଶରଣାରବିନ୍ଦ
ଚିତ୍ରନାଟ୍ୟ: ବରଦା ପ୍ରସନ୍ନ ତ୍ରିପାଠୀ
କାହାଣୀ: ଦେବାନନ୍ଦ ପଣ୍ଡା, ବରଦା ପ୍ରସନ୍ନ ତ୍ରିପାଠୀ
କଳାକାର: ଅଂଶୁମାନ, ରାଲି ନନ୍ଦ, ଅଶ୍ୱିନୀ ବ୍ରହ୍ମା, ମିହିର ଦାସ, ଦିନେଶ, ମହାଶ୍ୱେତା ରାୟ
ସଙ୍ଗୀତ: ମହିର ମହାନ୍ତି
ଗୀତ: ବାପୁ ଗୋସ୍ୱାମୀ, ଅଜୟ ଜେନା, ଶରଣାରବିନ୍ଦ
କଣ୍ଠ: ବୋନି ଚକ୍ରବର୍ତ୍ତୀ, ଶିବାନୀ ଦାସ, ଗୌତମ ଗାଙ୍ଗୁଲି, ଇରା ମହାନ୍ତି, ମାନସ ପ୍ରିତମ, ରତି ସତପଥୀ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୧୩ ମଇ ୨୦୧୩

ଅଭିନୟ

  • ଅଂଶୁମାନ
  • ରାଲି ନନ୍ଦ
  • ଅଶ୍ୱିନୀ ବ୍ରହ୍ମା
  • ମିହିର ଦାସ
  • ଦିନେଶ
  • ଆର୍. ଜେ. ଗୁରୁ
  • ହାଡ଼ୁ
  • ରତନ ମେହେର
  • ମାମୁନି ମିଶ୍ର
  • ମନିଷା ମିଶ୍ର
  • ମଣ୍ଟି ମିଶ୍ର
  • ସାତ୍ୱକୀ ମିଶ୍ର
  • କିର୍ତ୍ତୀ ମହାନ୍ତି
  • ମିହିର ମହାନ୍ତି
  • ରାକ୍ଷୀ ମହାପାତ୍ର
  • ଆର୍. ଜେ. ନିକି
  • ପ୍ରତିଭା ପଣ୍ଡା
  • ସୂଚିସ୍ମିତା ପଣ୍ଡା
  • କମଳ ପୂରୋହିତ
  • ମହାଶ୍ୱେତା ରାୟ
  • ଜୟୀରାମ ସାମଲ
  • ଶିବାଷିସ
  • ସୋନମ୍
  • ଜର୍ଜ ତିଆଡ଼ି
  • ନାନା ପାଟେକର (ଅତିଥି କଳାକାର)

ଗୀତ 

1. ମାଇଁ ନେମ୍ ଇସ୍ ସୁପରଷ୍ଟାର
2. ମୋ ଠୁ ନେଇ
3. ମୋ ଠୁ ବେଶି
4. ଏ ଜ‌ହ୍ନ ରାତିରେ
5. ମୁଁ ଜୀଇଁଛି ମରିନି
6. ଲାଇଫ୍ ଇସ୍ ଏ ଗେମ୍
7. ଏଇ ପାହାଡ଼ ତଳେ
8. ଓସାରା ଓସାରା
9. ୧୨୩ ବାଗରୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର