ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରୁମ୍‌କୁ ଝୁମାନା

Image result for odia movie rumku jhumana

ନିର୍ଦ୍ଦେଶକ: ତାପସ ସରଘରିଆ
ପ୍ରଯୋଜକ: ରାମଚନ୍ଦ୍ର ପ୍ରଧାନ
ସଂଳାପ: ହରିହର ମହାପାତ୍ର
ଚିତ୍ରନାଟ୍ୟ: ତାପସ ସରଘରିଆ
କାହାଣୀ: ହରିହର ମହାପାତ୍ର
କଳାକାର: ହରିହର ମହାପାତ୍ର, ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଭୂମିକା ଦାଶ, ମିହିର ଦାସ, ହର ପଟ୍ଟନାୟକ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ସୂର୍ଯ୍ୟ ମହାପାତ୍ର
କଣ୍ଠ: ଜଲି ମୁଖାର୍ଜୀ, ପାମେଲା ଜୈନ, ସୋହିନୀ, ଆରତୀ ମିଶ୍ର, ରତିକାନ୍ତ ସତପଥୀ, ସଞ୍ଜୁ, ମହ‌ମଦ ଇର୍ଫାନ, ବିଷ୍ଣୁମୋହ‌ନ କବି
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୯ ଅପ୍ରେଲ ୨୦୧୩

ଅଭିନୟ

  • ହରିହର ମହାପାତ୍ର
  • ଆକାଶ ଦାସନାୟକ
  • ପ୍ରିୟା ଚୌଧୁରୀ
  • ମିହିର ଦାସ
  • ଚୌଧୁରୀ ବିକାଶ ଦାସ
  • ହାଡ଼ୁ
  • ରବି ମିଶ୍ର
  • ପିଣ୍ଟୁ ନନ୍ଦ
  • ରୁନୁ ପରିଜା
  • ବ୍ରଜ ସିଂ
  • ସୌଜନ୍ୟା ସୁବା
  • ହର ପଟ୍ଟନାୟକ
  • ସରସ୍ୱତୀ ଦେବୀ
  • ସ୍ନିଗ୍ଧା ମହାନ୍ତି
  • ଅକ୍ଷୟ ବସ୍ତିଆ
  • ଶଙ୍କର୍ଷଣ ପ୍ରଧାନ
  • ପ୍ରଜ୍ଞା
  • ପ୍ରିୟ ସୁନ୍ଦର ମିଶ୍ର
  • ରତିକାନ୍ତ ବେହେରା
  • ନଳିନୀ
  • ସ୍ୱପ୍ନେଶ୍ୱର ପ୍ରଧାନ
  • ବିଦ୍ୟାପତି
  • ଅଙ୍କିତା ଭୌମିକ୍

ଶିଶୁ କଳାକାର

  • ଭୂମିକା ଦାଶ
  • ସିମ‌ପ୍ଲି
  • ଗାୟତ୍ରୀ
  • ଭଞ୍ଜ ଆଦିତ୍ୟ
  • ପ୍ରିତୀ କ୍ରୀଷ୍ଣା
  • ଅଭିଶେକ
  • ଅବିନାଶ

ଗୀତ 

1. ଆଲୋ ନେପାଳୀ
2. ହରିଭାଇ ରାତି ସାରା
3. ଯା'ରେ ଦିନ ଯା'ରେ
4. ଜୀବନରେ ଜୀବନ
5. ରବ୍ ମୁଝେ ମାଫ୍ କରେ
6. ରୁମ୍‌କୁ ଝୁମାନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର