ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରଙ୍ଗିଲା ଟୋକା

Image result for odia film idiot

ନିର୍ଦ୍ଦେଶକ: କେ. ମୂରଲୀ କ୍ରିଷ୍ଣା
ପ୍ରଯୋଜକ: ପ୍ରଭସ ଚନ୍ଦ୍ର ରାଉତ
ସଂଳାପ: ଦୀପକ
କାହାଣୀ: ମୁନ୍ନା ପାତ୍ର
କଳାକାର: ପପୁ ପମ ପମ, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ୍, ନିର୍ମଳ ନାୟକ
କଣ୍ଠ: ପାମେଲା ଜୈନ, କବିତା କ୍ରୀଷ୍ଣମୂର୍ତ୍ତୀ, ଅଭିଜିତ ମଜୁମଦାର, ଉଦିତ ନାରାୟଣ, ବିନୋଦ ରାଠୋଡ଼, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ଆର୍. ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୭ ଜୁଲାଇ ୨୦୧୨

ଅଭିନୟ

  • ପପୁ ପମ ପମ
  • ଦେବଯାନୀ
  • ସିଦ୍ଧାନ୍ତ ମହାପାତ୍ର
  • ନୀତୁ ସିଂହ
  • ମୀନକେତନ
  • ପ୍ରିୟଙ୍କା ମହାପାତ୍ର
  • ରାଜୀବ
  • ଜୀବନ ପଣ୍ଡା
  • ହାଡ଼ୁ
  • ଅରବିନ୍ଦ ସଡ଼ଙ୍ଗୀ
  • ଜୟୀରାମ ସାମଲ
  • ଲଭ୍‌ଲି

ଗୀତ 

1. ଖୋଲ ଖୋଲ ଖୋଲ ନାଲିଆ ବୋତଲ ଖୋଲ
2. ରଙ୍ଗିଲା ଟୋକା
3. ଲିପ୍ଟିକ୍ ବାଲି ପାର୍ କରେଗା
4. ସଜନୀ ସଜନୀ
5. ତୋ ଆଖିରେ ମୋ ଆଖି ମିଶିଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର