ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରାଜୁ ଆୱାରା

Image result for odia film raju awara

ନିର୍ଦ୍ଦେଶକ: ଦେବାନନ୍ଦ ନାୟକ
ପ୍ରଯୋଜକ: ଏଲୋରୀ ପ୍ରିୟଦର୍ଶିନୀ, ସନ୍ତୋଷ ତ୍ରିପାଠୀ
ଚିତ୍ରନାଟ୍ୟ: ଦେବାନନ୍ଦ ନାୟକ
କାହାଣୀ: ଦେବାନନ୍ଦ ନାୟକ
କଳାକାର: ଆକାଶ ଦାସନାୟକ, ଅର୍ପିତା ମୁଖାର୍ଜୀ, ବିଜୟ ମହାନ୍ତି, ନମ୍ରତା ଦାସ, ଚୌଧୁରୀ ଜୟପ୍ରକାଶ ଦାଶ, ପ୍ରଜ୍ଞା
ସଙ୍ଗୀତ: ବିଦ୍ୟାଧର ସାହୁ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଚିନ୍ତାମଣି ଦାସ, ବନ‌ଜ ମହାପାତ୍ର, ଦେବାନନ୍ଦ ନାୟକ, ପଞ୍ଚାନନ ନାୟକ
କଣ୍ଠ: ଅନ୍ତରା ମିତ୍ର, ସଞ୍ଜୁ ମହାନ୍ତି, ଅରବିନ୍ଦ ମୁଦୁଲି, ପ୍ରଦୀପ, ସୌରଭ
ଚିତ୍ରଗ୍ରହଣ: ଏସ୍. ରଞ୍ଜନ
ସମ୍ପାଦକ: ଦେବାନନ୍ଦ ନାୟକ
ମୁକ୍ତିଲାଭ ତାରିଖ:
୨ ମାର୍ଚ୍ଚ ୨୦୧୨

ଅଭିନୟ

  • ଆକାଶ ଦାସନାୟକ
  • ଅର୍ପିତା ମୁଖାର୍ଜୀ
  • ବିଜୟ ମହାନ୍ତି
  • ନମ୍ରତା ଦାସ
  • ଚୌଧୁରୀ ଜୟପ୍ରକାଶ ଦାଶ
  • ରଞ୍ଜନ କୁମାର ଦିକ୍ଷୀତ
  • ମଞ୍ଜୁଳ କଅଁର
  • ପ୍ରଜ୍ଞା ଖଟୁଆ
  • ଲୀନା
  • ମନୋଜିତ୍
  • ଉପେନ୍ଦ୍ର ପତି
  • ବିଜୟ ପଟ୍ଟନାୟକ
  • ଅନୁପ ଶାହା
  • ଜୟୀରାମ ସାମଲ
  • ସରସ୍ୱତୀ
  • ତାନିଆ
  • ଜର୍ଜ ତିଆଡ଼ି

ଗୀତ 

1. ଏ କି ବାସ୍ନା
2. ସମୟ ଥିଲା
3. ମୁଁ ରାଜୁ ଆୱାରା
4. ପାଦ ଚିପି ଲୁଚି ଲୁଚି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର