ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପ୍ରେମ୍ ୱେଡସ୍ ପ୍ରିୟା

Image result for odia movie prem weds priya

ନିର୍ଦ୍ଦେଶକ: ରମାଶଙ୍କର
ପ୍ରଯୋଜକ: ରମାଶଙ୍କର
ସଂଳାପ: ନିଜାମ୍
ଚିତ୍ରନାଟ୍ୟ: ରମାଶଙ୍କର
କାହାଣୀ: ରମାଶଙ୍କର
କଳାକାର: ସମ୍ୱିତ ଆଚାର୍ଯ୍ୟ, ସୁପର୍ଣ୍ଣା ସିଂହ, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ମୀନକେତନ, ସାତ୍ୱକୀ ମିଶ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ୍
କଣ୍ଠ: କୁମାର ବାପି, ଦୀପ୍ତିରେଖା ପାଢ଼ୀ, ମାଧବ, ହରିହର ମହାପାତ୍ର, ତପୁ ମିଶ୍ର, ପମି, ଶ୍ରୀଚରଣ
ଚିତ୍ରଗ୍ରହଣ: ଦିଗ୍‌ବିଜୟ ସିଂ
ସମ୍ପାଦକ: ଆସିଫ୍ ଖାନ୍
ମୁକ୍ତିଲାଭ ତାରିଖ:
୬ ମଇ ୨୦୧୧

ଅଭିନୟ

  • ସମ୍ୱିତ ଆଚାର୍ଯ୍ୟ
  • ସୁପର୍ଣ୍ଣା ସିଂହ
  • ହରିହର ମହାପାତ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ମୀନକେତନ
  • ସାତ୍ୱକୀ ମିଶ୍ର
  • ପ୍ରିତୀରାଜ ସତପଥୀ
  • ପୃଥିରାଜ ନାୟକ
  • ରେଣୁ ପାଣ୍ଡେ

ଗୀତ 

1. ଘୁଁ ଘୁଇଁଆ ରାଣୀ
2. ବୋ ବୋ ବୋବାଲିଆ
3. ପାଗଳ କଲୁ ତୁ
4. ଲଭ୍ ABCD
5. ପ୍ରେମ ଧୋକା
6. ମୁଁ ହେଇଗଲି ଲଭର୍ ବୟ
7. ଧୁଆଁ ଧୁଆଁ
8. ଚୋରି ଚୋରି
9. ମାଇଁ ହାର୍ଟ ଇସ୍ ଡ୍ରେକ୍ସନ
10. ପ୍ରେମ୍ ୱେଡସ୍ ପ୍ରିୟା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର