ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପିଲାଟା ବିଗିଡ଼ିଗଲା

Image result for odia movie pilata bigidi gala


ନିର୍ଦ୍ଦେଶକ:ବସନ୍ତ ସାହୁ
ପ୍ରଯୋଜକ: ପୂଜା ଭରାଲାୱାଲା
ସଂଳାପ: ଡଃ ରଜନୀରଞ୍ଜନ
ପଟ୍ଟକଥା: ବସନ୍ତ ସାହୁ
କାହାଣୀ: ବସନ୍ତ ସାହୁ
କଳାକାର: ସବ୍ୟସାଚୀ, ଅର୍ଚ୍ଚିତା, ପପୁ ପମ ପମ, ଲିପ୍ସା ମିଶ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜୀବନ ପଣ୍ଡା
ସଙ୍ଗୀତ: ପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ:
୧୪ ଅଗଷ୍ଟ ୨୦୧୫
 

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ପପୁ ପମ ପମ
  • ଲିପ୍ସା ମିଶ୍ର
  • ବିଜୟ ମହାନ୍ତି
  • କୁନା ତ୍ରିପାଠୀ
  • ଜୀବନ ପଣ୍ଡା
  • ବିରେନ ମିଶ୍ର
  • ସୁରେଶ ବଳ (ବାଙ୍କୁ)
  • ବି.କେ. ଯୋଶୀ
  • ରୋଜୀ ତ୍ରୀପାଠୀ
  • ଆଶିଷ ମିଶ୍ର
  • ଶକ୍ତି ବରାଳ
  • ଉମେଶ ଦାସ
  • ସେଲି ମିଶ୍ର
  • କୁସୁମ ତ୍ରିପାଠୀ
  • ରାଧେଶ୍ୟାମ ପାତ୍ର
  • ମହମଦ ଅଫଜଲ୍
  • ଶିନାରାୟଣ ପୂଜା ପଣ୍ଡା
  • ସୁଜାତା
  • ତନୁ
  • ସଂଦୀପ୍
  • ଦେବ୍
  • କମଳ
  • ପ୍ରିୟଙ୍କା
  • ରଶ୍ମୀ ମିଲି
  • କଣ୍ଢେଇ
  • ଚିଣ୍ଟୁ
  • ଲିପୁ
  • ନୀଳ
  • ଜ୍ୟୋତି

ଗୀତ

1. ନିଶା ନିଶା
2. ପିଲାଟା ବିଗିଡ଼ିଗଲା
3. ବୋମାଟା ଫୁଟି ଗଲା ରେ
4. ହାତର ମେହେନ୍ଦି
5. ନଟି ନଟି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର