ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପାରିବେନି କେହି ଅଲଗା କରି

Image result for odia movie paribeni kehi alaga kari

ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ସୀତାରାମ ଅଗ୍ରୱାଲ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କଳାକାର: ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ନମିତା ଅଗ୍ର‌ୱାଲ
ଚିତ୍ରଗ୍ରହଣ: କେ. ଭି. ରମନ୍ନା
ମୁକ୍ତିଲାଭ ତାରିଖ:
୧୧ ଜାନୁଆରୀ ୨୦୧୩

ଅଭିନୟ

  • ଅରିନ୍ଦମ ରାୟ
  • ପ୍ରିୟା ଚୌଧୁରୀ
  • ଜର୍ଜ ତିଆଡ଼ି
  • ସ୍ନିଗ୍ଧା ମହାନ୍ତି
  • ପ୍ରେମାଞ୍ଜନ ପରିଡା
  • ମିଟୁ ମିଥୁନ
  • ହରିହର ମହାପାତ୍ର
  • ମୁସ୍କାନ
  • ସାତ୍ୱକୀ ମିଶ୍ର 

ଗୀତ 

1. ଆଖିର ଝରକା
2. ଆଖିରୁ ନିଦକୁ ନେଲୁ
3. ମାମା ମିଆଁଉ ମିଆଁଉ
4. ମୁଁ ଗରୁଡ଼
5. ପାଗଳ ମୁଁ ତୋ ପାଇଁ
6. ପାରିବେନି କେହି ଅଲଗା କରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର