ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ୱାନ୍ ୱେ ଟ୍ରାଫିକ୍

Image result for odia movie one way traffic

ନିର୍ଦ୍ଦେଶକ:ସୁରେଶ ପଟ୍ଟନାୟକ
ପ୍ରଯୋଜକ: ଶ୍ରୀକାନ୍ତ ଗୌତମ
ସଂଳାପ: ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ: ଶ୍ରୀକାନ୍ତ ଗୌତମ
କାହାଣୀ: ଶ୍ରୀକାନ୍ତ ଗୌତମ
କଳାକାର: ସମ୍ଭବ ମାନସିଂହ, ତପସ୍ୟା ତ୍ରିପାଠୀ, ଶ୍ରୀତମ ଦାସ, ମେଘନା ମିଶ୍ର, ଶ୍ରୀକାନ୍ତ ଗୌତମ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା
ସଙ୍ଗୀତ: ବ୍ରହ୍ମା କୁମ୍ଭାର
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: କୁମାର ବାପି, କ୍ରୀଷ୍ଣା ବେଉରା, ଦେବାନନ୍ଦ, ପଙ୍କଜ ଜାଲ, ଇରା ମହାନ୍ତି, ଅଭୟ ମୁଳିଆ, ଅସୀମା ପଣ୍ଡା, ଋତୁ ପାଠକ, ବିନୋଦ ରାଠୋଡ଼, ସଞ୍ଜୁ
ଚିତ୍ରଗ୍ରହଣ: ପ୍ରଫୁଲ୍ଲ ସାହୁ
ସମ୍ପାଦକ: ସୁରେଶ ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୧୨ ଡିସେମ୍ବର ୨୦୧୪

ଅଭିନୟ

  • ସମ୍ଭବ ମାନସିଂହ
  • ତପସ୍ୟା ତ୍ରିପାଠୀ
  • ଶ୍ରୀତମ ଦାସ
  • ମେଘନା ମିଶ୍ର
  • ଶ୍ରୀକାନ୍ତ ଗୌତମ
  • ଶଶାଙ୍କ ବାସୁ ମଲ୍ଲିକ
  • ଇଲୁ ବାନାର୍ଜୀ
  • ପୁଷ୍ପା ପଣ୍ଡା
  • ନନ୍‌ସେନ୍ସ ମଣି
  • ହର ରଥ
  • ପୁର୍ଣ୍ଣେନ୍ଦୁ ଲାଲ ଦତ୍ତ
  • ଅର୍ପଣ
  • ସୁଜିତ ପାଇକରାୟ
  • ଅଙ୍କିତା ଭୌମିକ
  • ଚନ୍ଦନ
  • ଦେବଦତ୍ତ ଜାନ୍
  • ସୋମ୍ୟ ମଲ୍ଲିକ
  • ଆଲୋକ ରାୟ
  • ପଙ୍କଜ
  • ସୋମ୍ୟ ଦାସ
  • ଦିପ୍ତି
  • ପ୍ରିୟା
  • ସ୍ମୃତି ମିଶ୍ର
  • ପ୍ରିୟା ନାୟକ
  • ମୀରା
  • ସସ୍ମିତା

ଗୀତ

1. ଜୀବନ ତ
2. କଟର କଟର କେଁ
3. ଲେମ୍ବୁ ଅତି ଚିପୁଡ଼ିଲେ ପିତା
4. ୱାନ୍ ୱେ ଟ୍ରାଫିକ୍
5. ଅଳ୍ପ ଆମ ଗଳ୍ପ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର