ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ନଈ ସେପାରି କନକ ଗୋରୀ

Image result for odia movie nai separi kanaka gori

ନିର୍ଦ୍ଦେଶକ: ପଙ୍କଜ ପାଢ଼ୀ
ପ୍ରଯୋଜକ: ଅଜୟ ମହାନ୍ତି
ସଂଳାପ: ଦେବ ପ୍ରସାଦ ଦାସ
କାହାଣୀ: ଅଜୟ ମହାନ୍ତି
କଳାକାର: ପାର୍ଥ ରାୟ, ରାଲି ନନ୍ଦ, ମିହିର ଦାସ, ଅପରାଜିତା, ଦେବୁ ବୋଷ, ଜୟୀରାମ ସାମଲ, ସମରେଶ
ସଙ୍ଗୀତ: ମହେନ୍ଦ୍ର ଆଚାର୍ଯ୍ୟ, ଅଜୟ ମହାନ୍ତି
ଗୀତ: ସଚ୍ଚି ମହାନ୍ତି, ବିଜୟ ମଲ୍ଲ, ମହେନ୍ଦ୍ର ଆଚାର୍ଯ୍ୟ, ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ଗୀତା ଖୁଣ୍ଟିଆ
କଣ୍ଠ: ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ତପୁ ମିଶ୍ର, ପମି, ଅରବିନ୍ଦ, ଚିତ୍ରବନ୍ଧୁ ମହାନ୍ତି, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ
ଚିତ୍ରଗ୍ରହଣ: ଗ‌ଗ୍ରିନ୍ ମିଶ୍ର
ସମ୍ପାଦକ: ମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ:
୧ ମାର୍ଚ୍ଚ ୨୦୧୩

ଅଭିନୟ

  • ପାର୍ଥ ରାୟ
  • ରାଲି ନନ୍ଦ
  • ରୋଜି
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ଦେବୁ ବୋଷ
  • ଜୟୀରାମ ସାମଲ
  • ଦେବୀ ବାରିକ
  • ମିଲି ମହାନ୍ତି
  • ବନମାଳି ପାଣ୍ଡିଆ
  • ଥିନ୍
  • ସଞ୍ଜୟ
  • ସୁଭାଷିସ
  • ଲଭ୍‌ଲି ଅହ‌ମଦ୍
  • ଦେବ ପ୍ରସାଦ ଦାସ
  • ମୀନକେତନ
  • ପୁରେନ୍ଦୁ ଦତ୍ତ
  • ଚକ୍ରଧର ଜେନା
  • ମୁନ୍ନା ଖାନ୍
  • ପ‌ପୁ ଖୁଣ୍ଟିଆ
  • ଅଜୟ ମହାନ୍ତି
  • ଅଜୟ ପାଢ଼ୀ
  • କୁନି ପଣ୍ଡା
  • ସଚ୍ଚି ପଣ୍ଡା
  • ଗଙ୍ଗାଧର ପ୍ରଧାନ
  • ସମରେଶ ରାଉତରାୟ
  • ପ୍ରିତୀରାଜ ଶତପଥୀ
  • କୁସୁମ ତ୍ରୀପାଠୀ

ଗୀତ 

1. ଆଗେ ଦେଖ ପିଛେ ଦେଖ        
2. ରାଧାମାଧବ ଘେନ ପ୍ରଣତି ମୋର        
3. ମୋ ମନ ଭିତରେ ତୁ        
4. ଯାହାକୁ ପଚାର        
5. କଟକୁ ଆଇଚି କଟକ ବାବୁ        
6. ଆଲୋ ମୋ ଲାଲପରି        
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର