ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ

Image result for odia film mun 2012 film

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ନରେନ୍ଦ୍ର ସାହୁ
ସଂଳାପ: ଦୀପକ ଜେନା
ଚିତ୍ରନାଟ୍ୟ: ନିଶିକାନ୍ତ ଦଳବେହେରା
କାହାଣୀ: ପଦ୍ମିନୀ ପାତ୍ର
କଳାକାର: ସୁମନ, ନିକିତା, ମିହିର ଦାସ, ରୋମି, ରଫି, ବୀଣା ମହାପାତ୍ର
ସଙ୍ଗୀତ: ବିଭୂତିଭୂଷଣ ଗଡ଼ନାୟକ
ଗୀତ: ପଞ୍ଚାନନ ନାୟକ
କଣ୍ଠ: ବିନୋଦ ରାଠୋଡ଼, ତପୁ ମିଶ୍ର, ମାନସ ପ୍ରୀତମ, ଅମ୍ରିତା ପଣ୍ଡା, ତରୁଣମ୍ ମଲ୍ଲିକ୍, ରାଜେଶ
ଚିତ୍ରଗ୍ରହଣ: ସୁଶୀଲ
ମୁକ୍ତିଲାଭ ତାରିଖ:
୫ ଅକ୍ଟୋବର ୨୦୧୨

ଅଭିନୟ

  • ସୁମନ
  • ନିକିତା
  • ମିହିର ଦାସ
  • ରୋମି
  • ରଫି
  • ପ୍ରଜ୍ଞା
  • ବୀଣା ମହାପାତ୍ର
  • ରବି ମିଶ୍ର
  • ଚୌଧୁରୀ ଜୟପ୍ରକାଶ ଦାସ
  • ବିଭୂତି ତ୍ରିପାଠୀ
  • ଦେବୀ ବାରିକ

ଗୀତ 

1. ଏ ଆଖି ଖୋଲିଦେଲେ ତୁ
2. ଗୋରୀ ତୋର ଦେହ
3. ହେ ପ୍ରଭୁ
4. ରାତି ପାହିଲା
5. ସଖିରେ ସଖି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର