ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୋଷ୍ଟ ୱାଣ୍ଟେଡ

Image result for odia movie most wanted

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ:
ପ୍ରଭାସ ରାଉତ
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ମୁନୀ ପାତ୍ର
କଳାକାର: ଅନୁଭବ ମହାନ୍ତି, ମେଘା ଘୋଷ, ମିହର ଦାସ, ମୀନକେନ, ସମରେଶ ରାଉତରାୟ, ପୁଷ୍ପା ପଣ୍ଡା, ହର ରଥ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ
କଣ୍ଠ: ସୁନୀଧି ଚୌହାନ, କ୍ରିଷ୍ଣା, ତପୁ ମିଶ୍ର, ଇରା ମହାନ୍ତି, ଅନ୍‌ବୁ ସେଲ୍‌ଭମ୍, ଶାନ୍
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୧

ଅଭିନୟ

  • ଅନୁଭବ ମହାନ୍ତି
  • ମେଘା ଘୋଷ
  • ମିହର ଦାସ
  • ମୀନକେନ
  • ସମରେଶ ରାଉତରାୟ
  • ପୁଷ୍ପା ପଣ୍ଡା
  • ହର ରଥ
  • ବୈଶାଖି ମହାନ୍ତି
  • ଜୀବନ ପଣ୍ଡା
  • ଅସୀତ ପତି
  • ପପୁ ପମ ପମ
  • ସାତ୍ୱକୀ ମିଶ୍ର
  • ସନ୍ତୋଷ ମିଶ୍ର
  • ପ୍ରକାଶ ପରିଡ଼ା
  • ଉମେଶ
  • ଚୌଧୁରୀ ବିକାଶ ଦାସ

ଗୀତ 

1. ବିଡ଼ି ଛାଡ଼ ସାଙ୍ଗ ଏବେ ସିଗାରେଟ ଲଗା
2. ଚୁପି ଚୁପି ବେଳେ ବେଳେ
3. ବେଳେ ବେଳେ ଜୀବନ ବି
4. ଛାତି ତଳେ ଥାଏ ଜଣେ ଲୁଚି
5. ମୋଷ୍ଟ ୱାଣ୍ଟେଡ୍
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର