ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୋ' ଦୁନିଆ ତୁ ହିଁ ତୁ

Image result for odia movie mo dunia tu hi tu

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ସୌମ୍ୟରଞ୍ଜନ ପଟ୍ଟନାୟକ
ସଂଳାପ: ବସନ୍ତରାଜ ସାମଲ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: ବାପ୍ପି ଲହରି, ଜାଭେଦ ଅଲୀ, ଇରା ମହାନ୍ତି, ରୁପ୍ କୁମାର ରାଠୋଡ଼, ଦେବାଶିଷ
ମୁକ୍ତିଲାଭ ତାରିଖ:
୧୧ ଜାନୁଆରୀ ୨୦୧୩

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ସିଦ୍ଧାନ୍ତ ମହାପାତ୍ର
  • ମୀନକେତନ
  • ସଲିଲ ମିତ୍ର
  • ପୃଥିରାଜ ନାୟକ
  • ଜୀବନ ପଣ୍ଡା
  • ଦେବାଶିଷ ପାତ୍ର
  • ପ୍ରତିଭା ସାହୁ

ଗୀତ 

1. ତୁ ଡାକି ଦେଲୁ
2. ସାଥୀ ତୋର ସୁନ୍ଦର
3. ମୋ ଦୁନିଆଁ ତୁ ହିଁ ତୁ
4. କହ୍ନେଇ ରେ
5. ତୋ ସାଥେ ଯେବେଠୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର