ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମେଣ୍ଟାଲ

Image result for odia movie mental

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ଅନୁପ୍ରାସ ମହାନ୍ତି
ସଂଳାପ: ନିର୍ମଳ ନାୟକ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ହରିହର ମହାପାତ୍ର, ରାଇମୋହ‌ନ ପରିଡ଼ା, ପିଣ୍ଟୁ ନନ୍ଦ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ନିର୍ମଳ ନାୟକ
କଣ୍ଠ: ମିକା ସିଂହ, ହ୍ୟୁମାନ ସାଗର, ଜାବେଦ ଅଲ୍ଲୀ, ପଲକ, ବିନୋଦ ରାଠୋଡ଼, ଋତୁ ପଟ୍ଟନାୟକ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଅକ୍ଟୋବର ୨୦୧୪

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ହରିହର ମହାପାତ୍ର
  • ରାଇମୋହ‌ନ ପରିଡ଼ା
  • ପିଣ୍ଟୁ ନନ୍ଦ
  • ସରୋଜ ଦାସ
  • ସିଲିଲ ମିତ୍ର

ଗୀତ 

1. ଆଇଲାରେ ଆଇଲା ମେଣ୍ଟାଲ ଟୋକା ଆଇଲା
2. ତୋର ମୋର ଯୋଡ଼ି ଜମିଲା
3. ହାଏ ସତେ ଜାଣେନା
4. ବେବି ତୁ ସଞ୍ଜିବନୀ
5. ଜୀବନରେ ପ୍ରଥମ ଥର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର