ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମାୟା

Image result for odia movie maya


ନିର୍ଦ୍ଦେଶକ:ଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକ: କମଳାକାନ୍ତ ଦାସ
ସଂଳାପ: ବାପୁ ଗୋସ୍ୱାମୀ
କାହାଣୀ: କମଳାକାନ୍ତ ଦାସ
କଳାକାର: ସୁନୀଲ କୁମାର, ଅନୁ ଚୌଧୁରୀ, ଲିପ୍ସା ମିଶ୍ର, ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ବିଭୂତି ଭୁଷଣ ଗଡ଼ନାୟକ
ଗୀତ: ବାପୁ ଗୋସ୍ୱାମୀ
କଣ୍ଠ: ଉଦିତ ନାରାୟଣ, ନିକିତା ଦାସ, ବିଭୁ କିଶୋର, ପମି, ନଭ୍ୟା, କୁଳଦୀପ, ବିନୟ ମହାନ୍ତି, ରୁଦ୍ର ମହାନ୍ତି
ସମ୍ପାଦକ: ରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ:
୭ ଅଗଷ୍ଟ ୨୦୧୫
 

ଅଭିନୟ

  • ସୁନୀଲ କୁମାର
  • ଅନୁ ଚୌଧୁରୀ
  • ଲିପ୍ସା ମିଶ୍ର
  • ଶ୍ରୀତମ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ଚନ୍ଦ୍ରଶେଖର ଜେନା
  • ବିଜୁ ବଡ଼ଜେନା
  • ଜୀବନ ପଣ୍ଡା
  • ସଲିଲ ମିତ୍ର
  • ପୃଥିରାଜ
  • ଦୁର୍ଗା ପ୍ରସାଦ ପାତ୍ର
  • ଗୁଡୁ
  • ଗ୍ୟାନ ସୁକାନ୍ତ
  • ବୁଲୁ
  • ସୁମନ
  • କ୍ରୀଷ୍ଣା ମିଶ୍ର
  • ଅକ୍ଷୟ ବସ୍ତିଆ
  • ପିଣ୍ଟୁ ନନ୍ଦ
 

ଗୀତ

1. ତୋ ପ୍ରେମ ଆଗରେ
2. ଦାରୁରେ ଭିଜିଲାଣି
3. ତୁ ଗୀତା ତୁ କୋରାନ
4. ମାୟା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର